ଦେଲେ ଧରା କଥା ସରେ
ଦେଲେ ଧରା କଥା ସରେ | |
---|---|
ନିର୍ଦ୍ଦେଶକ | ଶ୍ରୈଳେନ୍ଦ୍ର ମିଶ୍ର |
ପ୍ରଯୋଜକ | ପଙ୍କଜ ରାଉତ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଶୈଳେନ୍ଦ୍ର ମିଶ୍ର |
କାହାଣୀ | ରଜନୀ ରଞ୍ଜନ[୧] |
କଳାକାର | ଜ୍ୟୋତି ରଞ୍ଜନ ନାୟକ ମାଳବିକା ବାନାର୍ଜୀ ଅଜିତ ଦାସ ମହାଶ୍ୱେତା ରାୟ ମୀନକେତନ ବବି ମିଶ୍ର |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୧ ନଭେମ୍ବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦେଲେ ଧରା କଥା ସରେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ।[୨] ଶୈଳେନ୍ଦ୍ର ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରିଥିଲେ ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।[୪]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଜ୍ୟୋତିରଞ୍ଜନ[୫] ଏବଂ ନାୟିକା ମାଳବିକା ବାନାର୍ଜୀ ।[୬] ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ[୭], ବବି ମିଶ୍ର[୮], ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।।[୩] ଚଳଚ୍ଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ[୯][୧୦]
- ମାଳବିକା ବାନାର୍ଜୀ[୧୧]
- ଅଜିତ ଦାସ
- ମହାଶ୍ୱେତା ରାୟ
- ମୀନକେତନ
- ବବି ମିଶ୍ର[୧୨]
- ପୃଥୀରାଜ
- ପ୍ରିୟଙ୍କା ମହାପାତ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ । ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ ଏବଂ ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୬] ଅସୀମା ପଣ୍ଡା, କୁମାର ବାପି ପ୍ରମୁଖ ଏହି ଚଳଚ୍ଚିତ୍ରର କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଦେଲେ ଧରା କଥା ସରେ" | କୁମାର ବାପି, ଅସୀମା ପଣ୍ଡା | |
2. | "ଟୁନ୍ ଟୁନ୍ ଟୁନା ଟୁନା" | ||
3. | "ଟୁପୁରୁ ଟୁପୁରୁ ପଡ଼େ" | ||
4. | "ତୋ ଭିତରେ ମୁଁ" | ||
5. | "ତେରା ଇସ୍କ ବଡ଼ ବେଇମାନ ହୈ" | ||
6. | "ଆରେ ସାଥୀ ଆ" | କୁମାର ବାପି, ଅସୀମା ପଣ୍ଡା |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "୧୧ରେ 'ଦେଲେ ଧରା କଥା ସରେ'". ସମ୍ବାଦ. 6 November 2016. Archived from the original on 29 July 2017. Retrieved 26 July 2017.
- ↑ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
- ↑ ୩.୦ ୩.୧ "ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
- ↑ "Dele Dhara Katha Sare". Odia Movie Database. Archived from the original on 30 July 2017. Retrieved 26 July 2017.
- ↑ "ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
- ↑ ୬.୦ ୬.୧ "ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
- ↑ "ମୀନକେତନଙ୍କୁ ପୁଣି ଦେଖିବେ ବଡ଼ ପରଦାରେ". Times of Odisha. 8 July 2017. Retrieved 26 July 2017.[permanent dead link]
- ↑ "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 ସେପ୍ଟେମ୍ବର 2016. Retrieved 26 July 2017.
- ↑ "ଜ୍ୟୋତିଙ୍କ ସହ ଏଲ୍ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "ମାଳବିକାଙ୍କ ଲେଉଟାଣି". ସକାଳ. 17 July 2022. p. 15. Archived from the original on 18 July 2022. Retrieved 18 July 2022.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.