ଅଗସ୍ତ୍ୟ

ଉଇକିପିଡ଼ିଆ‌ରୁ
ଅଗସ୍ତ୍ୟ
ନିର୍ଦ୍ଦେଶକକେ. ଏମ. କ୍ରିଷ୍ଣା
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପଡଃ ନିର୍ମଳ ନାୟକ
ମୂଳ ଆଧାରଉଗ୍ରମ୍
କଳାକାରଅନୁଭବ ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଆକାଶ ଦାସନାୟକ, ମିହିର ଦାସ, ପ୍ରିୟଙ୍କା ପଟ୍ଟନାୟକ, ମୀନକେତନ, ସଲିଲ ମିତ୍ର
ସଙ୍ଗୀତପ୍ରେମ ଆନନ୍ଦ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଅକ୍ଷୟ ପରିଜା ପ୍ରଯୋଜନା କେ. ଏମ. କ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏହି ସିନେମାର ମୁଖ୍ୟ ଭୂମିକାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ଗୀତଗୁଡ଼ିକ ସୂଚାରୁରୂପେ ସଜାଇବାର ଦାୟିତ୍ୱ ନେଇଥିଲେ ପ୍ରେମ ଆନନ୍ଦ । ୨୦୧୪ ମସିହାରେ କନଡ଼ ଭାଷାରେ ନିର୍ମିତ ହୋଇଥିବା ଉଗ୍ରମ୍ ଚଳଚ୍ଚିତ୍ରର କାହାଣୀକୁ ରୂପାନ୍ତରିତ କରାଯାଇ ଏହା ତିଆରି କରାଯାଇଛି ।[୨]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ଅଗସ୍ତ୍ୟରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[୩] :

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ[୭] ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଆଶୁତୋଷ, ପ୍ରଜ୍ଞା ଓ ଶିଶୁ କଣ୍ଠଶିଳ୍ପୀ ଆର୍ୟାନ ଗୀତଗୁଡ଼ିକୁ ଗାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଆଇଡଲ୍‌ ଜୁନିୟର୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି ।[୮] [୯]

ଗୀତ ରଚନା କଣ୍ଠଦାନ
ଅଗସ୍ତ୍ୟ ଅରୁଣ ମନ୍ତ୍ରୀ ହ୍ୟୁମାନ ସାଗର୍, ବିଷ୍ଣୁ, ଶ୍ରୀଚରଣ, ସତ୍ୟଜିତ, ସଂଗ୍ରାମ, ଆଶୁତୋଷ
ଧୀରେ ଧୀରେ ଭଲ ପାଇଗଲି ସୁବ୍ରତ ସ୍ୱାଇଁ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ
ରାମାରାମା ଏ ଝିଅଟା ଅରୁଣ ମନ୍ତ୍ରୀ ପ୍ରଜ୍ଞା, ଆର୍ଯ୍ୟନ, ଆଶୁତୋଷ ମହାନ୍ତି, ହ୍ୟୁମାନ ସାଗର
ଛୋଟଛୋଟ ଏଇ ମନ ତଳେ ସୁବ୍ରତ ସ୍ୱାଇଁ ଅନନ୍ୟା ଶ୍ରୀତମ ନନ୍ଦ

ଆଧାର[ସମ୍ପାଦନା]

  1. "Agastya Odia Film Of Superstar Anubhav, Jhillik And Akash Cast, Crew, Wallpapers, Songs And Videos". Retrieved 20 July 2016.
  2. "Agastya Odia film Original Songs,Video & Wallpapers Free Download". Retrieved 20 July 2016.
  3. "ରଜରେ ଆସୁଛି ଅକ୍ଷୟ ପରିଜାଙ୍କ 'ଅଗସ୍ତ୍ୟ'". Retrieved 20 July 2016.
  4. "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
  5. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  6. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  7. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 23 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  8. "ରିଲିଜ୍ ହେଲା 'ଅଗସ୍ତ୍ୟ'ର ଅଡିଓ". Odisha Reporters. Retrieved 20 July 2016.
  9. "'ଅଗସ୍ତ୍ୟା'ରମୁ୍ୟଜିକ୍ରିଲିଜ୍ : ରଜରେ ଧମାଲ୍କରିବ 'ଅଗସ୍ତ୍ୟ'". ଓଡ଼ିଶାନ୍. Retrieved 20 July 2016.

ବାହାର ଆଧାର[ସମ୍ପାଦନା]