ଏ ମନ ଖୋଜେ ମନଟିଏ
ଦେଖଣା
| ଏ ମନ ଖୋଜେ ମନଟିଏ | |
|---|---|
| ନିର୍ଦ୍ଦେଶକ | ରଞ୍ଜନ ମିଶ୍ର |
| ପ୍ରଯୋଜକ | ଭବକ୍ରିଷ୍ଣା ମିଶ୍ର |
| ସଂଳାପ | (ସଂଳାପ) : ଚିନ୍ମୟଦାସ ପଟ୍ଟନାୟକ |
| ଚିତ୍ରନାଟ୍ୟ | ଚିନ୍ମୟଦାସ ପଟ୍ଟନାୟକ |
| କାହାଣୀ | ଝରଣା ମିଶ୍ର |
| କଳାକାର | ସୁନିଲ କୁମାର, ଜୀନା, ମିହିର ଦାସ, ଅପରାଜିତା ମହାନ୍ତି |
| ସଙ୍ଗୀତ | ପ୍ରଶାନ୍ତ ପାଡ଼ୀ |
| ଚିତ୍ରଗ୍ରହଣ | ରଞ୍ଜନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୮ ମାର୍ଚ୍ଚ ୨୦୧୧ |
| ଦେଶ | |
| ଭାଷା | ଓଡ଼ିଆ |
ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଏ ମନ ଖୋଜେ ମନଟିଏ ୨୦୧୧ ମସିହାରେ[୧] ମୁକ୍ତିଲାଭ କରିଥିଲା ।[୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଏ ମନ ଖୋଜେ ମନଟିଏ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସୁନୀଲ କୁମାର
- ପ୍ରିୟା ଚୌଧୁରୀ
- ମିହିର ଦାସ[୩]
- ଅପରାଜିତା ମହାନ୍ତି
- ଅଜିତ ଦାସ
- ଜିନା ସାମଲ
- ଅନିତା ଦାସ
- ସମରେଶ ରାଉତରାୟ
- ତନ୍ମୟ ମିଶ୍ର
- ପୃଥ୍ୱୀରାଜ ନାୟକ
- ରୁପାଲୀ
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2021-06-23. Retrieved 2016-01-19.
{{cite web}}: Cite has empty unknown parameter:|1=(help) - ↑ http://www.orissadiary.com/ShowEntertainmentNews.asp?id=31591[permanent dead link]
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏ ମନ ଖୋଜେ ମନଟିଏ