କ୍ରିମିନାଲ୍
Jump to navigation
Jump to search
କ୍ରିମିନାଲ୍ - the real hero | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ଅଜୟ କୁମାର ମୂଳିଆ |
ସଂଳାପ | (ସଂଳାପ): ନିଜାମ |
ଚିତ୍ରନାଟ୍ୟ | ଦିଲ୍ଲୀପ ପଣ୍ଡା |
କାହାଣୀ | ଦିଲ୍ଲୀପ ପଣ୍ଡା |
କଳାକାର | ଅରିନ୍ଦମ, ରିୟା ଦେ, ସମରେଶ, ମିହିର ଦାସ |
ସଙ୍ଗୀତ | ଦୀପକ କୁମାର |
ଚିତ୍ରଗ୍ରହଣ | ପି. ସୁଧାକର ରେଡୀ |
ମୁକ୍ତିଲାଭ ତାରିଖ | ୨ ଅକ୍ଟୋବର ୨୦୧୧ |
ଦେଶ | ![]() |
ଭାଷା | ଓଡ଼ିଆ |
ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କ୍ରିମିନାଲ୍-the real hero ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘କ୍ରିମିନାଲ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ[ସମ୍ପାଦନା]
- ସଙ୍ଗୀତକାର: ଦୀପକ କୁମାର