ଛାତିରେ ଲେଖିଛି ତୋରି ନାଁ
ଦେଖଣା
| ଛାତିରେ ଲେଖିଛି ତୋରି ନାଁ | |
|---|---|
| ନିର୍ଦ୍ଦେଶକ | ସଞ୍ଜୟ ନାୟକ |
| ପ୍ରଯୋଜକ | ଭବାନି ରଥ, ଅନାମ ଚରଣ ସାହୁ |
| ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
| କାହାଣୀ | ସଞ୍ଜୟ ନାୟକ, ଭବାନି ରଥ |
| କଳାକାର | ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ଚନ୍ଦନ କର |
| ସଙ୍ଗୀତ | ମଳୟ ମିଶ୍ର |
| ଚିତ୍ରଗ୍ରହଣ | ରଞ୍ଜନ |
ମୁକ୍ତିଲାଭ ତାରିଖ | ୧୪ ଜାନୁଆରୀ ୨୦୧୧ |
| ଦେଶ | |
| ଭାଷା | ଓଡ଼ିଆ |
ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛାତିରେ ଲେଖିଛି ତୋରି ନାଁ [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଛାତିରେ ଲେଖିଛି ତୋରି ନାଁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଛାତିରେ ଲେଖିଛି ତୋରି ନାଁ
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.