ତୋର ମୋର କଥା ହେବା ଚୁପ୍ ଚାପ୍
Appearance
ତୋର ମୋର କଥା ହେବା ଚୁପ୍ ଚାପ୍ | |
---|---|
ନିର୍ଦ୍ଦେଶକ | ରୁଦ୍ରନାରାୟଣ ମହାନ୍ତି |
ପ୍ରଯୋଜକ | ରୁଦ୍ରନାରାୟଣ ମହାନ୍ତି |
ସଂଳାପ | (ସଂଳାପ) : ଡଃ. ସୁଶାନ୍ତ ଦାସ |
ଚିତ୍ରନାଟ୍ୟ | ରୁଦ୍ରନାରାୟଣ ମହାନ୍ତି |
କାହାଣୀ | ଡଃ. ସୁଶାନ୍ତ ଦାସ |
କଳାକାର | ସ୍ୱରାଜ ମହାପାତ୍ର , ପ୍ରଗତୀ ମହାନ୍ତି , ଦେବୁ ବୋଷ, ଅଶୃମୋଚନ ମହାନ୍ତି |
ସଙ୍ଗୀତ | ରୁଦ୍ରନାରାୟଣ ମହାନ୍ତି |
ଚିତ୍ରଗ୍ରହଣ | କୁମାର ସନ୍ତୋଷ |
ମୁକ୍ତିଲାଭ ତାରିଖ | ୬ ମଇ ୨୦୧୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରୁଦ୍ରନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ତୋର ମୋର କଥା ହେବା ଚୁପ୍ ଚାପ୍ [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ତୋର ମୋର କଥା ହେବା ଚୁପ୍ ଚାପ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସ୍ୱରାଜ ମହାପାତ୍ର
- ଦେବୁ ବୋଷ
- ଅଶୃମୋଚନ ମହାନ୍ତି
- ନେହା ବୋଷ
- ଅକ୍ଷୟ ବସ୍ତିଆ
- ରାଣା ପ୍ରତାପ ବୋଷ
- ପ୍ରଗତୀ ମହାନ୍ତି
- ସୁସ୍ମିତା ବୋଷ
- ଲୀନା
- ସୌମ୍ୟା ମହାନ୍ତି
- ବାବୁ ପ୍ରଧାନ
- ଦିଲ୍ଲୀପ ତିର୍କୀ
- ମୀନା ରାଣି
- ଜ୍ୟୋତି ପ୍ରକାଶ
- ନାଗା ମୋଟୁ
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ତୋର ମୋର କଥା ହେବା ଚୁପ୍ ଚାପ୍