ଦୋସ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search
ଦୋସ୍ତି
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକବିଜୟ କନ୍ଦୋଇ
ସଂଳାପଚିନ୍ମୟଦାସ ପଟ୍ଟନାୟକ
କାହାଣୀବିଜୟ କନ୍ଦୋଇ
କଳାକାରବାବୁଶାନ୍
ସବ୍ୟସାଚୀ ମିଶ୍ର
ପିଣ୍ଟୁ ନନ୍ଦ
ପ୍ରିୟା ଚୌଧୁରୀ
ମେଘା ଘୋଷ
ହରିହର ମହାପାତ୍ର
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
ଅକ୍ଟୋବର ୨୦୧୧
ଦେଶଭାରତ
ଭାଷାଓଡ଼ିଆ

ଦୋସ୍ତି, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ଚିନ୍ମୟଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ଦୋସ୍ତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।

ଆଧାର[ସମ୍ପାଦନା]

  1. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  2. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  3. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]