ମୋଷ୍ଟ ୱାଣ୍ଟେଡ଼

ଉଇକିପିଡ଼ିଆ‌ରୁ
ମୋଷ୍ଟ ୱାଣ୍ଟେଡ଼
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକପ୍ରଭାସ ରାଉତ
ସଂଳାପ(ସଂଳାପ): ବାପୁ ଗୋସ୍ୱାମି
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀମୁନୀ ପାତ୍ର
କଳାକାରଅନୁଭବ ମହାନ୍ତି, ମେଘା ଘୋଷ, ମିହିର ଦାସ, ସମରେଶ
ସଙ୍ଗୀତଗୁଡ଼ଲି ରଥ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୪ ଜାନୁଆରୀ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମୋଷ୍ଟ ୱାଣ୍ଟେଡ଼ [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମୋଷ୍ଟ ୱାଣ୍ଟେଡ଼’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ମୋଷ୍ଟ ୱାଣ୍ଟେଡ଼
  2. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  3. "ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ ଥରଟିଏ କାମ କରିଛନ୍ତି ମେଘା". ସମ୍ବାଦ. ଭୁବନେଶ୍ୱର: sambad.in. 8 October 2022. Archived from the original on 12 October 2022. Retrieved 12 October 2022.