"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
ଟିକେ Bot: Automated text replacement (-ନିର୍ବାଚନମଣ୍ଡଳୀ +ନିର୍ବାଚନ ମଣ୍ଡଳୀ)
୧୦୯ କ ଧାଡ଼ି: ୧୦୯ କ ଧାଡ଼ି:
|-
|-
|୧
|୧
|[[ପଦ୍ମପୁର (ବିଧାନ ସଭା ନିର୍ବାଚନମଣ୍ଡଳୀ)|ପଦ୍ମପୁର]]
|[[ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ପଦ୍ମପୁର]]
|ଅଣ ସଂରକ୍ଷିତ
|ଅଣ ସଂରକ୍ଷିତ
|[[ପଦ୍ମପୁର|ପଦ୍ମପୁର (ବି)]], ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର,
|[[ପଦ୍ମପୁର|ପଦ୍ମପୁର (ବି)]], ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର,
୧୧୬ କ ଧାଡ଼ି: ୧୧୬ କ ଧାଡ଼ି:
|-
|-
|୨
|୨
|‌‌[[ବିଜେପୁର (ବିଧାନ ସଭା ନିର୍ବାଚନମଣ୍ଡଳୀ)|ବିଜେପୁର]]
|‌‌[[ବିଜେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବିଜେପୁର]]
|ଅଣ ସଂରକ୍ଷିତ
|ଅଣ ସଂରକ୍ଷିତ
|[[ବରପାଲି|ବରପାଲି (ବି)]], ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) <!-- Patkulunda G.P, Remta G.P, Bandhpali G.P, Khemesara G.P, Kainsir G.P, Satalma G.P, Barguda G.P, Mahada G.P, Tileimal G.P, Agalpur G.P, Bhatigaon G.P, Raxa G.P, Gopeipali G.P, Tinkani G.P, Tulundi G.P, Kumbhari G. P-->
|[[ବରପାଲି|ବରପାଲି (ବି)]], ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) <!-- Patkulunda G.P, Remta G.P, Bandhpali G.P, Khemesara G.P, Kainsir G.P, Satalma G.P, Barguda G.P, Mahada G.P, Tileimal G.P, Agalpur G.P, Bhatigaon G.P, Raxa G.P, Gopeipali G.P, Tinkani G.P, Tulundi G.P, Kumbhari G. P-->
୧୨୩ କ ଧାଡ଼ି: ୧୨୩ କ ଧାଡ଼ି:
|-
|-
|୩
|୩
|[[ବରଗଡ଼ (ବିଧାନ ସଭା ନିର୍ବାଚନମଣ୍ଡଳୀ)|ବରଗଡ଼]]
|[[ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବରଗଡ଼]]
|ଅଣ ସଂରକ୍ଷିତ
|ଅଣ ସଂରକ୍ଷିତ
|[[ବରଗଡ଼|ବରଗଡ଼ (ପୌ)]], ବରଗଡ଼, ବରପାଲୀ (ଆଂଶିକ) <!--Katapali G.P, Mahulpali G.P, Kusanପୁରୀ G.P, Lenda G.P, Bagbadi G.P, Baramkela G.P, Kanbar G.P-->
|[[ବରଗଡ଼|ବରଗଡ଼ (ପୌ)]], ବରଗଡ଼, ବରପାଲୀ (ଆଂଶିକ) <!--Katapali G.P, Mahulpali G.P, Kusanପୁରୀ G.P, Lenda G.P, Bagbadi G.P, Baramkela G.P, Kanbar G.P-->
୧୩୦ କ ଧାଡ଼ି: ୧୩୦ କ ଧାଡ଼ି:
|-
|-
|୪
|୪
|[[ଅତାବିରା (ବିଧାନ ସଭା ନିର୍ବାଚନମଣ୍ଡଳୀ)|ଅତାବିରା]]
|[[ଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଅତାବିରା]]
|[[ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି|ଅନୁସୂଚିତ ଜାତି]]
|[[ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି|ଅନୁସୂଚିତ ଜାତି]]
| [[ଅତାବିରା]], ଅତାବିରା, ଭେଡେନ
| [[ଅତାବିରା]], ଅତାବିରା, ଭେଡେନ
୧୩୭ କ ଧାଡ଼ି: ୧୩୭ କ ଧାଡ଼ି:
|-
|-
|୫
|୫
|[[ଭଟଲୀ (ବିଧାନ ସଭା ନିର୍ବାଚନମଣ୍ଡଳୀ)|ଭଟଲୀ]]
|[[ଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଭଟଲୀ]]
|ଅଣ ସଂରକ୍ଷିତ
|ଅଣ ସଂରକ୍ଷିତ
|ସୋହେଲା, ଭଟଲୀ, ଅମ୍ବାଭୋନା
|ସୋହେଲା, ଭଟଲୀ, ଅମ୍ବାଭୋନା

୧୬:୦୭, ୨୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବରଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭାବରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପଦ୍ମପୁର (୦୦୧)
    ୨. ବିଜେପୁର (୦୦୨)
    ୩. ବରଗଡ଼ (୦୦୩)
    ୪. ଅତାବିରା (୦୦୪)
    ୫. ଭଟ୍‌ଲି (୦୦୫)
Area
 • ଜିଲ୍ଲା5837 km2 (2,254 sq mi)
Population
 (୨୦୧୧)
 • ଜିଲ୍ଲା୧୪୭୮୮୩୩
 • Density253/km2 (660/sq mi)
 • Urban
୧୪୯୭୦୮
 • Rural
୧୩୨୯୧୨୫
 • ୬ ବର୍ଷରୁ କମ ଶିଶୁ
୧୫୬୧୮୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOD-17
ଜିଲ୍ଲାପାଳଭାବଗ୍ରାହୀ ମିଶ୍ର [୧]
WebsiteOfficial website

ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର

ଅବସ୍ଥାନ

ବିଶେଷତା

  • ଆୟତନ: ୫୮୩୨ ବର୍ଗ ମି.
  • ଲୋକସଂଖ୍ୟା: ୧,୩୪୫,୬୦୧
  • ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧

ଜନସଂଖ୍ୟା

୨୦୧୧ ଜନଗଣନା [୨] ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |

  • ପୁରୁଷ: ୭,୪୮,୩୩୨
    • ଗ୍ରାମାଞ୍ଚଳ: ୬,୭୨,୦୦୪
    • ସହରାଞ୍ଚଳ: ୭୬,୩୨୮
  • ମହିଳା: ୭,୩୦,୫୦୧
    • ଗ୍ରାମାଞ୍ଚଳ: ୬,୫୭,୧୨୧
    • ସହରାଞ୍ଚଳ: ୭୩,୩୮୦
  • ଛ ବର୍ଷରୁ କମ: ୧,୫୬,୧୮୫
    • ଗ୍ରାମାଞ୍ଚଳ: ୧,୪୦,୬୪୮
    • ସହରାଞ୍ଚଳ: ୧୫,୫୩୭
  • ସାକ୍ଷରତା ହାର: ୭୫.୧୬%
    • ପୁରୁଷ: ୮୪.୨୮%
    • ମହିଳା: ୬୫.୮୪%

ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୪]

ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।

ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୫]

ଦର୍ଶନୀୟ ସ୍ଥାନ

ରାଜନୀତି

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ପଦ୍ମପୁର ଅଣ ସଂରକ୍ଷିତ ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, ବିଜୟ ରଞ୍ଜନ ସିଂ ବରିହା ବିଜଦ
‌‌ବିଜେପୁର ଅଣ ସଂରକ୍ଷିତ ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) ସୁବଳ ସାହୁ କଂଗ୍ରେସ
ବରଗଡ଼ ଅଣ ସଂରକ୍ଷିତ ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) ସାଧୁ ନେପାକ କଂଗ୍ରେସ
ଅତାବିରା ଅନୁସୂଚିତ ଜାତି ଅତାବିରା, ଅତାବିରା, ଭେଡେନ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
ଭଟଲୀ ଅଣ ସଂରକ୍ଷିତ ସୋହେଲା, ଭଟଲୀ, ଅମ୍ବାଭୋନା ସୁଶାନ୍ତ ସିଂହ ବିଜଦ

ଆଧାର

ଅଧିକ ତଥ୍ୟ