ଅଳକା

ଉଇକିପିଡ଼ିଆ‌ରୁ
ଅଳକା
ନଦୀ
ଦେଶ ଭାରତ
Parts ଓଡ଼ିଶା
ଅଞ୍ଚଳ ଉପକୂଳ ଓଡ଼ିଶା
City ଜଗତସିଂହପୁର

ଅଳକା ନଦୀ ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ଏକ ନଦୀ । ଏହି ନଦୀଟି ଦେବୀ ନଦୀର ଏକ ଉପନଦୀ । [୧] ନଦୀଟି ଜିଲ୍ଲାର ବିରିଡ଼ି, ଜଗତସିଂହପୁର,ବାଲିକୁଦା, ରଘୁନାଥପୁର, ନୂଆଗାଁ, ଏରସମା ଆଦି ବ୍ଳକ ଦେଇ ପ୍ରବାହିତ ହୋଇଥାଏ । ଏରସମାର ବୋଇତକୂଳିଆଠାରେ, ନଦୀଟି ବଙ୍ଗୋପସାଗର ମିଶିଥାଏ । ବିରିଡି, ଜଗତସିଂହପୁର,ବାଲିକୁଦା, ଏରସମା ଆଦି ବ୍ଳକର ଅନେକ ଗ୍ରାମବାସୀ ଅଳକା ନଦୀ ଉପରେ ନିର୍ଭର କରି ଚଳିଥାନ୍ତି । [୨] ପୂର୍ବେ ହରିହରପୁରଠାରେ ଏକ ବନ୍ଦର ଥିଲା । [୩] ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ବଶତଃ ନଦୀଟି କ୍ରମେ ସଂକୀର୍ଣ ହୋଇଯାଉଛି ।

ଆଧାର[ସମ୍ପାଦନା]

  1. Thomas Eugene Donaldson (2001). Iconography of the Buddhist Sculpture of Orissa: Text. Abhinav Publications. pp. 39–. ISBN 978-81-7017-406-6. Retrieved 31 July 2013.
  2. "Encroachment cloud on Alaka waters - The New Indian Express". newindianexpress.com. 2012. Retrieved 31 July 2013. Alaka has been the lifeline for thousands of villagers of Biridi, Jagatsinghpur, Balikuda and Erasama blocks.
  3. Nanda, Kanhu (2012). "Jagatsinghpur recalls its maritime supremacy though Boitabandan and Baliyatra - Odisha Views - Odisha Views". odishaviews.com. Retrieved 31 July 2013. there was a harbor in the river Alaka at Hariharpur

ଅଧିକ ତଥ୍ୟ[ସମ୍ପାଦନା]