Jump to content

ପାରାଦ୍ୱୀପ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ସମ୍ପଦ ଚନ୍ଦ୍ର ସ୍ବାଇଁ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୧୬,୫୩୩
ଜିଲ୍ଲା: ଜଗତସିଂହପୁର
ଲୋକସଭା ଆସନ: ଜଗତସିଂହପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ପାରାଦ୍ୱୀପ (କ୍ରମିକ ସଂଖ୍ୟା: ୧୦୧) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରାଦ୍ୱୀପ (ବି), କୁଜଙ୍ଗ ବ୍ଳକ ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।[][]

ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସମ୍ପଦ ଚନ୍ଦ୍ର ସ୍ବାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟଙ୍କଠାରୁ ୧୫,୭୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦାମୋଦର ରାଉତ, ସ୍ୱାଧୀନ ପ୍ରାର୍ଥୀ ରମେଶ ସାମନ୍ତରାୟଙ୍କଠାରୁ ୩୦,୩୫୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ପାରାଦ୍ୱୀପ []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦାମୋଦର ରାଉତ ୬୬,୮୬୩ ୫୩.୨୧ -
ସ୍ୱାଧୀନ ରମେଶ ସାମନ୍ତରାୟ ୩୬,୫୧୨ ୨୯.୦୫ -
କଂଗ୍ରେସ ପ୍ରମୋଦ କିଶୋର ଜେନା ୧୩,୭୧୮ ୧୦.୯୨ -
ଭାଜପା ଶଙ୍ଖନାଦ ବେହେରା ୩,୬୫୨ ୨.୯୧ -
ସ୍ୱାଧୀନ ଗୋବିନ୍ଦ ଚନ୍ଦ୍ର ତରାଇ ୨,୮୯୮ ୨.୩୧ -
ବସପା ସୌମେନ୍ଦ୍ର ଶେଖର ବିଶ୍ୱାଳ ୧,୧୩୨ ୦.୯୦ -
ସ୍ୱାଧୀନ ବିଜୟ କୁମାର ସ୍ୱାଇଁ ୮୯୨ ୦.୭୧ -
ଭୋଟ ବ୍ୟବଧାନ ୩୦,୩୫୧ ୨୪.୧୫* -
ମତଦାନ ହାର ୧୨୫୬୮୧ ୬୭.୬୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "Paradeep Assembly Election 2009, Orissa". empoweringindia.org. 2013 [last update]. Archived from the original on 19 April 2014. Retrieved 19 June 2013. Constituency: Paradeep (101) District : Jagatsinghpur {{cite web}}: Check date values in: |year= (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 30351
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ

[ସମ୍ପାଦନା]