ଗୋଲୋକ ଚନ୍ଦ୍ର ପ୍ରଧାନ

ଉଇକିପିଡ଼ିଆ‌ରୁ
ଗୋଲୋକ ଚନ୍ଦ୍ର ପ୍ରଧାନ
ଜନ୍ମ
ଗୋଲକ ଚନ୍ଦ୍ର ପ୍ରଧାନ
ଜାତୀୟତା ଭାରତୀୟ
ପ୍ରସିଦ୍ଧି(ଓଡ଼ିଆ) କବି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫

ଗୋଲକ ଚନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ କବି । ଆଧୁନିକ ଯୁଗରେ ଭଞ୍ଜ-ଭାରତୀ-ସୁଲଭ ଅଳଂକାରିକ ଶୈଳୀର ଅନୁଧାବ ଭାବରେ ସାରା ଓଡ଼ିଶାରେ ତାଙ୍କର ଖ୍ୟାତି ଥିଲା ।[୧] ୧୯୬୫ ମସିହାରେ ତାଙ୍କ ରଚିତ କାବ୍ୟ ସତ୍ୟଭାମା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ରଚନାବଳୀ[ସମ୍ପାଦନା]

  • ସତ୍ୟଭାମା
  • ମହାପୁରୁଷ ଅରକ୍ଷିତ ଦାସ
  • ଇନ୍ଦୁରେଖା[୧]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ (ସତ୍ୟଭାମା ପାଇଁ)[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଗୌରୀ କୁମାର ବ୍ରହ୍ମା (1963). ସତ୍ୟଭାମା (ଦୁଇପଦ) (୧ମ ed.). କଟକ: ଓଡ଼ିଶା ସାହିତ୍ୟ ଏକାଡେମୀ. p. ୪. Retrieved 25 July 2022.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 July 2022. Retrieved 24 July 2022.