Jump to content

ଗୋଲୋକ ଚନ୍ଦ୍ର ପ୍ରଧାନ

ଉଇକିପିଡ଼ିଆ‌ରୁ
(Golak Chandra Pradhanରୁ ଲେଉଟି ଆସିଛି)
ଗୋଲୋକ ଚନ୍ଦ୍ର ପ୍ରଧାନ
ଜନ୍ମ
ଗୋଲକ ଚନ୍ଦ୍ର ପ୍ରଧାନ
ଜାତୀୟତା ଭାରତୀୟ
ପ୍ରସିଦ୍ଧି(ଓଡ଼ିଆ) କବି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫

ଗୋଲକ ଚନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ କବି । ଆଧୁନିକ ଯୁଗରେ ଭଞ୍ଜ-ଭାରତୀ-ସୁଲଭ ଅଳଂକାରିକ ଶୈଳୀର ଅନୁଧାବ ଭାବରେ ସାରା ଓଡ଼ିଶାରେ ତାଙ୍କର ଖ୍ୟାତି ଥିଲା ।[] ୧୯୬୫ ମସିହାରେ ତାଙ୍କ ରଚିତ କାବ୍ୟ ସତ୍ୟଭାମା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ରଚନାବଳୀ

[ସମ୍ପାଦନା]
  • ସତ୍ୟଭାମା
  • ମହାପୁରୁଷ ଅରକ୍ଷିତ ଦାସ
  • ଇନ୍ଦୁରେଖା[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ (ସତ୍ୟଭାମା ପାଇଁ)[]
  1. ୧.୦ ୧.୧ ଗୌରୀ କୁମାର ବ୍ରହ୍ମା (1963). ସତ୍ୟଭାମା (ଦୁଇପଦ) (୧ମ ed.). କଟକ: ଓଡ଼ିଶା ସାହିତ୍ୟ ଏକାଡେମୀ. p. ୪. Retrieved 25 July 2022.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 July 2022. Retrieved 24 July 2022.