ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ଏସ. ସି. ବି. ମେଡିକାଲ
ଶ୍ରୀ ରାମଚନ୍ଦ୍ର ଭଞ୍ଜ (ଏସ ସି ବି) ଭେଷଜ ମହାବିଦ୍ୟାଳୟ
ଲକ୍ଷ୍ୟକ୍ଷିପ୍ର ଉଚ୍ଚତର ଦୃଢ (Citius, Altius, Fortius‌)
ପ୍ରତିଷ୍ଠା୧ଜୁନ ୧୯୪୪
ପ୍ରକାରସରକାରୀ
ଡିନଡ଼ାଃ ପ୍ରଫୁଲ୍ଲ କୁମାର ଚିନ୍ନାରା
ତଳସ୍ନାତକ୧୫୦ (ଭେଷଜ) , ୨୦(ଦନ୍ତ )
ସ୍ନାତକୋତ୍ତର୧୦୮ (୨୧ଟି ବିଭାଗରେ)
ଗବେଷକ ଛାତ୍ର୬ (୪ଟି ବିଭାଗରେ)
ଅବସ୍ଥାନକଟକ, ଓଡ଼ିଶା, ଭାରତ
20°28′23″N 85°53′28″E / 20.473°N 85.891°E / 20.473; 85.891
ପରିସରନଗର
ଅନୁବନ୍ଧନଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.)
ୱେବସାଇଟscbmch.ac.in


ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ବା ଏସ ସି ବି ମେଡିକାଲ କଲେଜ ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।

ଏସ୍.ସି.ବି ମେଡିକାଲ୍ ଓ କଲେଜ୍ ମୁଖ୍ୟ ଦ୍ୱାର

ଇତିହାସ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

ମୁଖ୍ୟ ୱେବସାଇଟ