ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
Jump to navigation
Jump to search
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ | |
---|---|
ଏସ. ସି. ବି. ମେଡିକାଲ | |
![]() ଶ୍ରୀ ରାମଚନ୍ଦ୍ର ଭଞ୍ଜ (ଏସ ସି ବି) ଭେଷଜ ମହାବିଦ୍ୟାଳୟ | |
ଲକ୍ଷ୍ୟ | କ୍ଷିପ୍ର ଉଚ୍ଚତର ଦୃଢ (Citius, Altius, Fortius) |
ପ୍ରତିଷ୍ଠା | ୧ଜୁନ ୧୯୪୪ |
ପ୍ରକାର | ସରକାରୀ |
ସଭାପତି | ଦୀପକ କୁମାର ସାମଲ |
ତଳସ୍ନାତକ | ୨୫୦ (ଭେଷଜ) , ୫୦(ଦନ୍ତ ) |
ସ୍ନାତକୋତ୍ତର | ୧୦୮ (୨୧ଟି ବିଭାଗରେ) |
ଗବେଷକ ଛାତ୍ର | ୬ (୪ଟି ବିଭାଗରେ) |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ 20°28′23″N 85°53′28″E / 20.473°N 85.891°E |
ପରିସର | ନଗର |
ଅନୁବନ୍ଧନ | ଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.) |
ୱେବସାଇଟ | scbmch.ac.in |
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ବା ଏସ ସି ବି ମେଡିକାଲ କଲେଜ ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।