ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ
ଭି ଏସ୍ ଏସ୍ ମେଡିକାଲ
ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ( ଭି ଏସ୍ ଏସ୍) ଭେଷଜ ମହାବିଦ୍ୟାଳୟ
ଲକ୍ଷ୍ୟକ୍ଷୀପ୍ର ଉଚ୍ଚତର ଦୃଢ଼ (Citius, Altius, Fortius‌)
ପ୍ରତିଷ୍ଠା୧୯୫୯
ପ୍ରକାରସରକାରୀ
ଡିନସନ୍ତୋଷ କୁମାର ବେହେରା
ତଳସ୍ନାତକ୧୫୦ (ଭେଷଜ)
ଅବସ୍ଥାନବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ
ପରିସରନଗର
ଅନୁବନ୍ଧନଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.)
ୱେବସାଇଟvssmedical.net


ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ( ଭି ଏସ୍ ଏସ୍ ମେଡିକାଲ) ପଶ୍ଚିମ ଓଡ଼ିଶାର ମୁଖ୍ୟ ତଥା ବୃହତ୍ତମ ଚିକିତ୍ସାଳୟ ତଥା ଭେଷଜ ମହାବିଦ୍ୟାଳୟ। ୧୯୫୯ରେ ସ୍ଥାପିତ ଏହି ଅନୁଷ୍ଠାନଟି ଓଡ଼ିଶାର ଦ୍ୱିତୀୟ ଭେଷଜ ମହାବିଦ୍ୟାଳୟ ଅଟେ। ସମ୍ବଲପୁର ସହରର ନିକଟବର୍ତୀ ହୀରାକୁଦ ବନ୍ଧର ପାଦଦେଶରେ ଥିବା ବୁର୍ଲା ସହରରେ ଏହାର ପରିସର ଅବସ୍ଥିତ।

ଆହୁରି ଦେଖନ୍ତୁ[ସମ୍ପାଦନା]