ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ

ଉଇକିପିଡ଼ିଆ ରୁ
(କଟକ ବଡ଼ ମେଡିକାଲ ରୁ ଲେଉଟି ଆସିଛି)
Jump to navigation Jump to search
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ଏସ. ସି. ବି. ମେଡିକାଲ
ଶ୍ରୀ ରାମଚନ୍ଦ୍ର ଭଞ୍ଜ (ଏସ ସି ବି) ଭେଷଜ ମହାବିଦ୍ୟାଳୟ
ଲକ୍ଷ୍ୟ କ୍ଷିପ୍ର ଉଚ୍ଚତର ଦୃଢ (Citius, Altius, Fortius‌)
ପ୍ରତିଷ୍ଠା ୧ଜୁନ ୧୯୪୪
ପ୍ରକାର ସରକାରୀ
ଡିନ ଡ଼ାଃ ପ୍ରଫୁଲ୍ଲ କୁମାର ଚିନ୍ନାରା
ତଳସ୍ନାତକ ୧୫୦ (ଭେଷଜ) , ୨୦(ଦନ୍ତ )
ସ୍ନାତକୋତ୍ତର ୧୦୮ (୨୧ଟି ବିଭାଗରେ)
ଗବେଷକ ଛାତ୍ର ୬ (୪ଟି ବିଭାଗରେ)
ଅବସ୍ଥାନ କଟକ, ଓଡ଼ିଶା, ଭାରତ
20°28′23″N 85°53′28″E / 20.473°N 85.891°E / 20.473; 85.891
ପରିସର ନଗର
ଅନୁବନ୍ଧନ ଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.)
ୱେବସାଇଟ scbmch.ac.in


ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ବା ଏସ ସି ବି ମେଡିକାଲ କଲେଜ ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।

ଏସ୍.ସି.ବି ମେଡିକାଲ୍ ଓ କଲେଜ୍ ମୁଖ୍ୟ ଦ୍ଵାର

ଇତିହାସ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

ମୁଖ୍ୟ ୱେବସାଇଟ