ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର
ଦେଖଣା
ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର | |
---|---|
ଉପେନ୍ଦ୍ରନାଥ ମହାବିଦ୍ୟାଳୟ | |
ସ୍ଥାପିତ | ୧୯୬୪ |
ପ୍ରକାର | ସର୍ବସାଧାରଣ |
ଅବସ୍ଥାନ | ସୋର, ଓଡ଼ିଶା, ଭାରତ |
ପରିସର | ୧୫ ଏକର |
ଅନୁବନ୍ଧନ | ଫକୀର ମୋହନ ବିଶ୍ୱବିଦ୍ୟାଳୟ |
ୱେବସାଇଟ | "www.uncollegesoro.com" |
ଉପେନ୍ଦ୍ରନାଥ ପ୍ରଧାନଙ୍କ ଉଦ୍ୟମରେ ୧୬ ଜୁଲାଇ ୧୯୬୪ରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟଟି ବାଲେଶ୍ୱର ଜିଲ୍ଲାର ସୋର ସହରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ମାତ୍ର ୬୪ ଜଣ କଳା ଛାତ୍ରଙ୍କୁ ନେଇ ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ୧୯୭୦ ଏବଂ ୧୯୭୬ ମସିହାରେ ଯଥାକ୍ରମେ ବିଜ୍ଞାନ ଏବଂ ବାଣିଜ୍ୟ ଶିକ୍ଷାପାଇଁଁ ସ୍ୱୀକୃତି ଲାଭ କରିଥିଲା ।[୧] ପ୍ରାରମ୍ଭିକ ଅବସ୍ଥାରେ ଅନୁଷ୍ଠାନଟି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିଲା । ତେବେ, ସଂପ୍ରତି +୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ଅନୁବନ୍ଧିତ ଏବଂ ସ୍ନାତକ ଶିକ୍ଷା ନିମନ୍ତେ ଏହା ଓଡ଼ିଶାର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ।[୨] ତେବେ ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ କ୍ଷେତ୍ରରେ ସ୍ନାତକ ଶିକ୍ଷାଦାନ ଯଥାକ୍ରମେ ୧୯୬୬, ୧୯୭୮ ଏବଂ ୧୯୮୦ ମସିହାରେ ପ୍ରାରମ୍ଭ ହେଲା ।[୩]
ଆଧାର
[ସମ୍ପାଦନା]- ↑ "Small town students hit big time". Retrieved 31 December 2017.
- ↑ "List of Colleges under Fakir Mohan University, Balasore". Archived from the original on 2 December 2017. Retrieved 31 December 2017.
- ↑ "WELCOME TO UPENDRANATH COLLEGE, SORO". Archived from the original on 1 January 2018. Retrieved 31 December 2017.
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |