ରସଗୋଲା
ଉଇକିପିଡ଼ିଆ ରୁ
ଭୁବନେଶ୍ୱର ପାଖ ପାହାଳ ରସଗୋଲା |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ରସଗୋଲା, ଖିରମୋହନ |
| ମୂଳ ଜାଗା | ଓଡ଼ିଶା |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଛେନା, ଚିନି |
ରସଗୋଲା ଛେନା ଓ ଚିନିରୁ ତିଆରି ଏକ ଓଡ଼ିଆ ମିଠା ।[୧][୨][୩] ଏହା ଦକ୍ଷିଣ ଭାରତରେ ବି ଭାରି ଜଣାଶୁଣା ।[୪] ଏହା ଛେନା, ମଇଦାରୁ ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଏ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଖାଦ୍ୟସାର
୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ ।[୫]
[ଏହାକୁ ବଦଳାନ୍ତୁ] ଇତିହାସ
ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । [୬] ରାଜ୍ୟବାପୀ ଲୋକମାନେ ବିକଳାନନ୍ଦଙ୍କ ସାଲେପୁରୀ ରସୋଗଲାକୁ ସବୁଠୁ ଭଲ ରସଗୋଲା ବୋଲି କୁହନ୍ତି ।[୭]
[ଏହାକୁ ବଦଳାନ୍ତୁ] ଆଧାର
- ↑ "ଫୁଡ ଆଣ୍ଡ ବେଭେରେଜ ନିଉଜ". ଜୁନ ୧୬, ୨୦୦୯. http://www.fnbnews.com/article/detnews.asp?articleid=25597§ionid=32.
- ↑ ମୁନୁସ ଶଙ୍କର (୨୦୦୯). "ଭାରତୀୟ ମିଠା". http://www.dietamerica.net/Desserts/1118.html.
- ↑ ରୋହିତ ଶ୍ରିବାସ୍ତବ (ଅକଟୋବର ୧୯-୨୦୦୮). "Woo your love with rasgullas not chocolates". http://www.merinews.com/article/woo-your-love-with-rasgullas-not-chocolates/144882.shtml.
- ↑ "କୋଲକାତା, ଭାରତ". http://www.indiatouristspots.com/cities/kolkata.html.
- ↑ "Nutrition Information for Rasgulla". http://www.livestrong.com/article/49345-nutrition-information-rasgulla/.
- ↑ www.ifood.tv: Rasgulla: National Sweet of India
- ↑ http://en.wikipedia.org/wiki/Rasgulla
[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ
- ଓଡ଼ିଶା: ଭୁବନେଶ୍ୱର, ପୁରୀ ଆଣ୍ଡ କୋଣାର୍କ - ଲାଣ୍ଡ ଅଫ ଗଡ ଆଣ୍ଡ ଗ୍ରେଟ ଫୁଡ଼: ଅପର କ୍ରଷ୍ ଇଣ୍ଡିଆ
- ଚାଇନା ଡ୍ରାଇଭ , ଇଣ୍ଡିଆନ ସୁଇଟ୍ସ
|
||||||||||||||||||||||||||||||||