ରାବିଡ଼ି
ଉଇକିପିଡ଼ିଆ ରୁ
ଛେନା ରାବିଡ଼ି |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ରାବିଡ଼ି |
| ମୂଳ ଜାଗା | ଓଡ଼ିଶା, ରାଜସ୍ଥାନ, ଗୁଜୁରାଟ |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | କ୍ଷୀର, ଚିନି, ଅଳେଇଚ |
ରାବିଡ଼ି କ୍ଷୀର ଓ ଚିନିରୁ ତିଆରି ଏକ ଓଡ଼ିଆ ଓ ଭାରତୀୟ ମିଠା । କ୍ଷୀରକୁ ଫୁଟାଇ ସେଥିରେ ଚିନି ଓ ଅଳେଇଚ ମିଶାଇ ଏହା ତିଆରି କରାଯାଇଥାଏ ।
ବିଷୟସୂଚୀ |
ପ୍ରକାର [ସମ୍ପାଦନା]
- ଛେନା ରାବିଡ଼ି: ଛେନାରେ ରାବିଡ଼ି ମିଶାଇ ଏହା ତିଆରି କରାଯାଇଥାଏ । ଭୁବନେଶ୍ଵର ଓ କଟକରେ ସଡ଼କ କଡ଼ରେ ବହୁଳ ଭାବରେ ସାନ ସାନ ଛେନା ଓ ଛେନାପୋଡ଼ ଦୋକାନ ଦେଖିବାକୁ ମିଳିଥାଏ ।
ଉପାଦାନ [ସମ୍ପାଦନା]
ତିଆରି ପ୍ରଣାଳୀ [ସମ୍ପାଦନା]
କ୍ଷୀରକୁ ଫୁଟାଇ ଫୁଟାଇ ସେଥିରୁ ପାଣି ମାରି ତାହାକୁ ଗାଢ଼ କରାଯାଇଥାଏ । ସେଥିରେ ଚିନି ମିଶାଯାଇ ତାହା ଉପରେ ଅଳେଇଚ ଗୁଣ୍ଡ ଛିଞ୍ଚି ଗରମ ବା ଥଣ୍ଡା ଖିଆଯାଇ ଥାଏ ।
ଦ୍ରଷ୍ଟବ୍ୟ [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
|
||||||||||||||||||||||||||||||||