କାକରା ପିଠା
ଉଇକିପିଡ଼ିଆ ରୁ
ପୁର ଦିଆ କାକରା ପିଠା |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | କାକରା |
| ମୂଳ ଜାଗା | |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ମଇଦା, ଗୁଡ଼, ନଡ଼ିଆ |
କାକରା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ ।
ଉପାଦାନ [ସମ୍ପାଦନା]
ତିଆରି ପ୍ରଣାଳୀ [ସମ୍ପାଦନା]
କାକରା ପିଠାର ବାହାର ଏକ ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି ଜନ୍ତଣି ତିଆରି କରାଯାଇ ସେଥିରେ ପିଠା ଆକାରର ଛୋଟ ଛୋଟ ଗୁଳା ତିଆରି କରାଯାଇ ଗରମ ତେଲରେ ଛଣା ଯାଇଥାଏ ।[୧]
ଆଧାର [ସମ୍ପାଦନା]
- ↑ "My Receipe - Suji Kakara". nuaodisha.com. 2012. http://www.nuaodisha.com/My_Receipe-Suji-Kakara.aspx. Retrieved 13 June 2012. "Heat oil in a frying pan and deep fry the above flatten balls in a lower flame till it turns golden brown from each side"
|
||||||||||||||||||||||||||||||||