ମିଠା ଦହି
ଉଇକିପିଡ଼ିଆ ରୁ
ମିଠା ଦହି |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ମିଠା ଦହି |
| ମୂଳ ଜାଗା | ଓଡ଼ିଶା |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଦହି, ଚିନି, କେଶର |
ମିଠା ଦହି ଦହି, ଚିନି, କେଶରରୁ ତିଆରି ଏକ ମିଠାଜାତୀୟ ପାନୀୟ । ଏହା ଦହି, ଚିନିକୁ ମିଶାଇ ତିଆରି କରାଯାଇଥାଏ । ଏହା ଉପରେ ଅଳ୍ପ କେଶର ଛିଞ୍ଚି ଖିଆଯାଇଥାଏ । ଖରା ଦିନରେ ଏକ ହିତକାରୀ ପାନୀୟ ।
ଉପାଦାନ[ସମ୍ପାଦନା]
ଦ୍ରଷ୍ଟବ୍ୟ[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
|
||||||||||||||||||||||||||||||||