ମଣ୍ଡା ପିଠା
ଉଇକିପିଡ଼ିଆ ରୁ
ପୁର ଦିଆ ମଣ୍ଡା ପିଠା |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ମଣ୍ଡା |
| ମୂଳ ଜାଗା | ଓଡ଼ିଶା |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଚାଉଳ ଚୂନା, ଗୁଡ଼, ନଡ଼ିଆ |
ମଣ୍ଡା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଗୁଡ଼ ଓ ନଡ଼ିଆରୁ ତିଆରି ପୁରଦେଇ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ମୌସୁମୀର ଆରମ୍ଭରେ ଓ ପରେ ମାଣବସା ଗୁରୁବାର, ଦୁର୍ଗା ପୂଜା, କୁଆଁର ପୁନେଇଁ, ଗହ୍ମା ପୁନେଇଁ ଆଦିରେ ତିଆରି କରାଯାଇଥାଏ ।
ତିଆରି ପ୍ରଣାଳୀ [ସମ୍ପାଦନା]
ମଣ୍ଡା ପିଠାର ବାହାର ଏକ ବହଳିଆ ଚାଉଳ ଚୂନାରୁ ତିଆରି ଜନ୍ତଣିରେ ତିଆରି କରାଯାଇ ତାହା ଭିତରେ ଗୁଡ଼ ଓ ନଡ଼ିଆ ବା ଛେନାର ପୁର ଦେଇ ବାହାର ଭାଗକୁ ପୁରାପୁରି ବନ୍ଦ କରାଯାଇଥାଏ ଓ ଏକ ବାମ୍ଫ ପାତ୍ର ଭିତରେ ସିଝାଯାଇଥାଏ ।
ଆହୁରି ଦେଖନ୍ତୁ [ସମ୍ପାଦନା]
ଦ୍ରଷ୍ଟବ୍ୟ [ସମ୍ପାଦନା]
|
||||||||||||||||||||||||||||||||