ଖିରି

ଉଇକିପିଡ଼ିଆ ରୁ
ଖିରି

ଖିରି
ଆରମ୍ଭ
ଅଲଗା ନାଆଁ ପାୟାସମ, କ୍ଷିରମ, କ୍ଷୀର
ମୂଳ ଜାଗା ଭାରତ
ଅଞ୍ଚଳ ଭାରତୀୟ ଉପମହାଦେଶ
ଖାଇବାର ସବିଶେଷ
ମୂଳ ଉପାଦାନ ଚାଉଳ, କ୍ଷୀର, ଗୁଜୁରାତି, କେସର, ପିସ୍ତା ଏବଂ ଆଲମଣ୍ଡ
ବଦଳ ଗୀଲ ଏ ଫିରାଡସ, ବାର୍ଲି କ୍ଷୀର, କଡୁର କ୍ଷୀର, ପାଲ, ପାୟସମ

'ଖିରି ବା କ୍ଷୀରି ଏକ ପାରମ୍ପାରିକ ଦକ୍ଷିଣ ଏସୀୟ ଖାଦ୍ୟ । ଏହାକୁ ଚାଉଳ ବା ଭଙ୍ଗା ଗହମକୁ କ୍ଷୀରରେ ଫୁଟାଇ ସେଥିରେ କେସର, ଗୁଜୁରାତି, କିସମିସ, କାଜୁ, ପିସ୍ତା ବାଦାମ ବା ଆଲମଣ୍ଡ ଆଦି ପକାଇ ତିଆରି କରାଯାଇଥାଏ ।

ବିଷୟସୂଚୀ

ଇତିହାସ [ସମ୍ପାଦନା]

'କ୍ଷିରିର ଉପାଦାନ

କ୍ଷୀରି ୨,୦୦୦ ବର୍ଷ ତଳେ ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶାରେ ଜନ୍ମ ନେଇଥିଲା । ଏହା ମନ୍ଦିରରେ ପୂଜା ଓ ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।[୧]

ଆଞ୍ଚଳିକ ପ୍ରସ୍ତୁତି [ସମ୍ପାଦନା]

ଭାରତର ଭିନ୍ନ ଭିନ୍ନ ଜାଗାରେ ଏହା ଅଲଗା ଅଲଗା ଭାବରେ ଖିଆଯାଇଥାଏ ।

ପ୍ରକାର [ସମ୍ପାଦନା]

  • ଚାଉଳରେ ତିଆରି କ୍ଷିରୀ: ଚାଉଳ, ଚିନି, କ୍ଷୀର ଆଦିକୁ ମିଶାଇ ଏହା ତିଆରି କରାଯାଇଥାଏ ।
  • ମୁଗ କ୍ଷିରି: ଏହା ମୁଗ ଡାଲିକୁ ସିଝାଇ ସେଥିରେ ଚିନି, ଭଜା କାଜୁ, କିସମିସ ଆଦି ପକାଇ ତିଆରି କରାଯାଇଥାଏ ।
ମୁଗ କ୍ଷିରି

ଆଧାର [ସମ୍ପାଦନା]

ଅଧିକ ତଥ୍ୟ [ସମ୍ପାଦନା]