ମୁଢ଼ି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମୁଢ଼ି ପାଗ

ମୁଢ଼ି ଚାଉଳରୁ ତିଆରି କରାଯାଇଥିବା ଏକ ଖାଦ୍ୟ । ଏହାକୁ ଭୁଜା ବୋଲି ମଧ୍ୟ କୁହାଯାଇଥାଏ । ମୁଢ଼ି ଚାଉଳକୁ ଭଜାଯାଇ ଏହା ତିଆରି କରାଯାଇଥାଏ ।

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ଧାନରୁ ଚାଉଳ ତିଆରି କରାଯାଏ । ତାହାପରେ ସେହି ଚାଉଳକୁ ଲୁଣ ପାଣିରେ କିଛି ଘଣ୍ଟା ରଖାଯାଇ ହାଣ୍ଡିକୁ ଚୁଲିରେ ବସାଇ ସେହି ଗରମ ହାଣ୍ଡିରେ ପକାଇ ଭାଜି କରି ମୁଢ଼ି ତିଆରି କରାଯାଏ ।

ବ୍ୟବହାର[ସମ୍ପାଦନା]

ଝାଲ୍ ମୁଢି (Puffed rice) of Baripada

ମୁଢି ଓଡିଶା ରାଜୟ୍ ର ଏକ ପର୍ଧାନ ଖାଦ୍ୟ୍ ।[୧] ଉତ୍ର୍ ଓଡିଶା ର ବାରିପଦା,ମୟୁରଭଞ୍ଜ୍ ଜିଲ୍ଲା ରେ ମୁଢି ଭଜା ହୁଏ । ଏହା ଓଡିଶା ସାରା ନାସ୍ଢା ରୁପେ ଖିୟା ହୁଏ। [୨]. NGOs have taken forward initiatives to engage village women of northern Orissa for producing Mudhi.[୩] Intellectual property rights (IPR) Cell of Orissa University of Agriculture and Technology (OUAT) has decided to bring out Geographical indication (GI) registration of Mudhi.[୪]

ଆଧାର[ସମ୍ପାଦନା]