ଡାଲି
ଉଇକିପିଡ଼ିଆ ରୁ
ଡାଲି |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ଦାଲ |
| ମୂଳ ଜାଗା | ଭାରତ |
| ଅଞ୍ଚଳ | ଭାରତୀୟ ଉପମହାଦେଶ |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଡାଲି (ହରଡ଼/ ମୁଗ/ ମସୁର/ ବୁଟ) |
ଡାଲି ଏକ ଶସ୍ୟ, ଯାହା ମୁଖ୍ୟତ ତରକାରି ତିଆରି କରିବାରେ ବ୍ୟବହାର କରାଯାଇଥାଏ । ଏହାକୁ ଅଲଗା ଅଲଗା ଭାଷାରେ ଅଲଗା ଅଲଗା ଭାବରେ କୁହାଯାଇଥାଏ ।(ହିନ୍ଦୀ : दाल ଦାଲ (Dāl), ନେପାଳୀ: दाल ଦାଲ, ବଙ୍ଗାଳୀ: ডাল ଦାଲ, କନ୍ନଡ଼: ಬೇಳೆ ବେଳେ (Bēḷe), କୋଙ୍କଣି: दाळ, ଦାଲ (Dāl), ମାଲୟାଲମ: ପାରିପ୍ପୁ (Parippu), ମରାଠୀ: डाळ ଦାଲ (Ḍāḷ), ଓଡ଼ିଆ: ଡାଲି ଡାଲି, ତାମିଲ: பருப்பு ପାରିପ୍ପୁ (Parippu), ତେଲୁଗୁ: పప్పు ପାପ୍ପୁ (Pappu), ଦାଲ (Dāl), ଉର୍ଦ୍ଦୁ: دال, ଗୁଜୁରାଟୀ: દાળ, ପଞ୍ଜାବୀ: ਦਾਲ਼ ଦାଲ (Dāl) କୁହାଯାଇଥାଏ । ଚୋପାରୁ ବାହାର କରାଯାଇଥିବା ଡାଲିକୁ ତରକାରି କରିବାରେ ବ୍ୟବହାର କରାଯାଇଥାଏ ।
ବିଷୟସୂଚୀ |
ପ୍ରକାର [ସମ୍ପାଦନା]
ରାନ୍ଧଣା ପ୍ରକାର [ସମ୍ପାଦନା]
ତିଆରି ପ୍ରଣାଳୀ [ସମ୍ପାଦନା]
ଡାଲିକୁ ସିଝାଯାଇ ତାହାକୁ ତେଲ/ ଘିଅ ରେ ଜିରା, ଲଙ୍କା, ଫୁଟଣ, ପିଆଜ], ରସୁଣ, ଅଦା, ଭୃଷଙ୍ଗ ପତ୍ର ଆଦିକୁ ଛୁଙ୍କ ଦେଇ ଏହା ତିଆରି କରାଯାଏ ।
ଆହୁରି ଦେଖନ୍ତୁ [ସମ୍ପାଦନା]
|
||||||||||||||||||||||||||||||||