ଶୁଖୁଆ
ଉଇକିପିଡ଼ିଆ ରୁ
ଶୁଖୁଆ ବା ଶୁଖା ମାଛ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସାଧାରଣ ଜନ ଜୀବନରେ ବହୁଳ ଭାବେ ବ୍ୟବହୃତ ଏକ ଖାଦ୍ୟ ପଦାର୍ଥ ।ଶୁଖୁଆ ଦୁଇ ପ୍ରକାରର, ସମୁଦ୍ର ମାଛକୁ ଶୁଖାଇ ଲୁଣି ଶୁଖୁଆ ତିଆରି କରାଯାଇଥାଏ ଓ ମଧୁର ଜଳରୁ ମିଳୁଥିବା ମାଛରୁ ମଧ୍ୟ ଶୁଖୁଆ ତିଆରି କରାଯାଇଥାଏ ।
ଶୁଖୁଆ ବନେଇବାର ପ୍ରଣାଳି [ସମ୍ପାଦନା]
- ଲୁଣି ଶୁଖୁଆ :- ସମୁଦ୍ରରୁ ଯାହା ଆସେ ସେଟା ଲୁଣି ଶୁଖୁଆ କୁହା ଯାଏ, ପ୍ରଥମେ ସମୁଦ୍ର ରୁ ମାଛ ଆଣିବେ ତାକୁ ସମୁଦ୍ରର ବାଲିରେ ସୁଖେଇବେ , ସୁଖିଲା ପରେ ସେ ହୁଏ ଲୁଣି ଶୁଖୁଆ ।
- ମଧୁର ଶୁଖୁଆ :- ଯୋଉଟା ମଧୁର ପାଣି ରୁ ଆସେ ସେଟା ମଧୁର ଶୁଖୁଆ କୁହାଯାଏ. ଚୁନା ମାଛ ଆଣିବାପରେ ତାକୁ ତେଲ ଲୁଣ ଦେଇ ମାଟି ହାଣ୍ଡିରେ ସୁଖା ଯାଏ ନିଆଁ ସହାୟତାରେ ।