ଦହି ବାଇଗଣ
ଉଇକିପିଡ଼ିଆ ରୁ
ଦହି ବାଇଗଣ |
|
| ଆରମ୍ଭ | |
|---|---|
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ବାଇଗଣ, ଦହି |
ଦହି ବାଇଗଣ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଯାହା ଦହିରେ ଭଜା ବାଇଗଣ ମିଶାଇ ତିଆରି କରାଯାଇଥାଏ ।
ଉପାଦାନ [ସମ୍ପାଦନା]
ପ୍ରଣାଳୀ [ସମ୍ପାଦନା]
ପ୍ରଥମେ ବାଇଗଣ କୁ ଭଲ ଭାବେ ଧୋଇ ପତଳା ପତଳା କଟାଯାଏ । କଢେଇ ରେ ତେଲ ଗରମ କରି ସେଥିରେ ଗୋଟା ସୋରିଷ, ଭ୍ରୂଷଙ୍ଗ ପତ୍ର, ରସୁଣ ଛେଚା, ଲଙ୍କା, ସାମାନ୍ୟ ହଳଦୀ ମିସେଇଲା ପରେ କଟଜାଇଥିବା ବାଇଗଣ କୁ ସେଥିରେ ଭଯାଯାଏ । ଶେଷରେ ସେହି ଭଜା ବାଇଗଣ କୁ ଟିକେ ଥଣ୍ଡା ହେଇ ଆସିବା ପରେ ଦହି ରେ ମିସାଇ, ସ୍ଵାଦ ଅନୁସାରେ ଲୁଣ, ଜିରାଲଙ୍କା ଗୁଣ୍ଡା ମିସାଯାଏ ।
ପରଷା [ସମ୍ପାଦନା]
ଏହାକୁ ଭାତ ବା ରୁଟି ସହ ପରଷାଯାଇପାରେ ।
|
||||||||||||||||||||||||||||||||