ଛେନାଝିଲି

ଉଇକିପିଡ଼ିଆ ରୁ
ଛେନାଝିଲି

ଛେନାଝିଲି ଏକ ପାରମ୍ପାରିକ ଓଡ଼ିଆ ମିଠା । ଏହା ଛେନା ଓ ଚିନିସିରାରେ ତିଆରି । ଏହା ପ୍ରଥମ ଥର ପୁରୀ ର ନିମାପଡ଼ାରେ ତିଆରି ହୋଇ ଥିଲା । ଅରଟ ସାହୁ ନାମକ ଜଣେ ବ୍ୟକ୍ତି ଏହାକୁ ପ୍ରଥମ ଥର ପାଇଁ ନିମାପଡ଼ାର ଶ୍ୟାମସୁନ୍ଦର ନାମକ ଗ୍ରାମ ରେ ତିଆରି କରିଥିଲ ।

ଆଧାର[ସମ୍ପାଦନା]