ଚକୁଳି ପିଠା
ଉଇକିପିଡ଼ିଆ ରୁ
ଏହି ଲେଖାଟି ଚକୁଳି ପିଠା ବାବଦରେ । ବାକିସବୁ ପାଇଁ, ପିଠା ଦେଖନ୍ତୁ ।
ଚକୁଳି ପିଠା |
|
| ଆରମ୍ଭ | |
|---|---|
| ମୂଳ ଜାଗା | ଭାରତ |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ବାଢ଼ିବାର ତାତି | ଗରମ |
| ମୂଳ ଉପାଦାନ | ଚାଉଳ ଚୂନା ଓ ବିରି |
ଚକୁଳି ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ ।
ବିଷୟସୂଚୀ |
ଉପାଦାନ [ସମ୍ପାଦନା]
ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ । ଏହା ଭଲଭାବେ ଫୁଲିଗଲେ ତାହାକୁ ସୋରିଷ ତେଲ ବା ଘିଅରେ ଭାଜି ତିଆରି କରାଯାଏ । ଏହା ଦେଖିବାକୁ ରୋଟିପରି ଗୋଲାକାର ଓ ସରୁ ହୋଇଥାଏ ।
ଶ୍ରେଣୀବିଭାଗ [ସମ୍ପାଦନା]
- ଚକୁଳି
- ସରୁ ଚକୁଳି
- ବୁଢା ଚକୁଳି
- ଚାଉଳ ଚୁନା, ବିରି ମଣ୍ଡ, ଚିନି/ଗୁଡ, ଛେନା, ନଡିଆ ଆଦିକୁ ମିଶାଇ ଏହି ଚକୁଳି ତିଆରି କରାଯାଏ । [୧]
- ଅଟା ଚକୁଳି: ଅଟା ଚକୁଳି ଅଟାରୁ ତିଆରି ଚକୁଳି ପିଠାକୁ ବୁଝାଇ ଥାଏ । ଏହା ଅଟା, ଲୁଣ ଓ ପିଆଜକୁ ଗୋଳାଇ ତାବାରେ ଭାଜି ତିଆରି କରାଯାଇଥାଏ ।
ଆହୁରି ଦେଖନ୍ତୁ [ସମ୍ପାଦନା]
ଦ୍ରଷ୍ଟବ୍ୟ [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
|
||||||||||||||||||||||||||||||||