ଚିଙ୍ଗୁଡ଼ି ଝୋଳ
ଉଇକିପିଡ଼ିଆ ରୁ
ଚିଙ୍ଗୁଡି ଝୋଳ |
|
| ଆରମ୍ଭ | |
|---|---|
| ମୂଳ ସ୍ଥାନ | ଭାରତ |
| ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
| ଖାଇବା ପ୍ରକାର | |
| ପରସା | Seafood curry |
| ମୁଖ୍ୟ ଉପାଦାନ | ଚିଙ୍ଗୁଡ଼ି, ବେସର, ମସଲା |
ଚିଙ୍ଗୁଡ଼ି ଝୋଳ ବା ଚୁଙ୍ଗୁଡ଼ି ଝୋଳ (ଇଂରାଜୀ: Chingudi Jhola) ଝୋଳ ଥିବା ମସଲା ଦିଆ ଚିଙ୍ଗୁଡ଼ି ତରକାରି । ଏହି ଖାଦ୍ୟଟି ଓଡ଼ିଶାରେ ବିଶେଷ କରି ସମୁଦ୍ର ଓ ନଦୀ କୁଳିଆ ଜାଗାର ଲୋକ ମାନେ ଖାଆନ୍ତି ।
ପ୍ରସ୍ଥୁତି [ସମ୍ପାଦନା]
ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଚୋପା ଛଡେଇଦେଲା ପରେ ଏହା କୁ ଶୋରିଷ ତେଲ ରେ ଭଜାଯାଏ, ତାପରେ ଏକ ପାତ୍ର ରେ ଟିକେ ଗରମ ମସଲା ଓ ଡାଳଚିନି ମିଶାଇ ଏକ ଝୋଳ ପ୍ରସ୍ତୁତ କରି ଭଜାଯାଇଥିବା ଛିଙ୍ଗୁଡ଼ି ମିଶାନ୍ତୁ ଏହିପରି ତରକାରି ଟି ପ୍ରସ୍ଥୁତ ହୁଏ । କେତେକ ସ୍ଥାନରେ ଚିଙ୍ଗୁଡି ଝୋଳ ନଡ଼ିଆ ଓ କାଜୁ ବଟା ମିଶାଯାଏ । ଚିଙ୍ଗୁଡ଼ି ଝୋଳ ରେ ବିଶେଷ୍ କରି ଟମାଟ ଓ ଅଦା ରସୁଣ ବଟା ଓ କଞ୍ଛା ଲଙ୍କା ପଡିଥାଏ ଏହା ତରକାରିକୁ ନାଲି ଓ ମସଲା ସ୍ଵାଦ ବନାଇଥାଏ ।
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
|
||||||||||||||||||||||||||||||||