ଶାରଳା ପୁରସ୍କାର
Appearance
ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।
ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।[୧]
ବର୍ଷ | ବିଜେତା | ବହି | ଟିକା |
---|---|---|---|
୨୦୨୪ | ସରୋଜିନୀ ସାହୁ | ଅସ୍ଥିର ପାଦ | [୩] |
୨୦୨୩ | ଭୀମ ପୃଷ୍ଟି | ଜମ୍ବୁଲୋକ | [୪] |
୨୦୨୨ | ଗୌରହରି ଦାସ | ବାଘ ଓ ଅନ୍ୟାନ୍ୟ ଗଳ୍ପ | [୫] |
୨୦୨୧ | ପାରମିତା ଶତପଥୀ | ଅଭିପ୍ରେତ କାଳ | [୬] |
୨୦୨୦ | ନିତ୍ୟାନନ୍ଦ ନାୟକ | ସେତେବେଳକୁ ନଥିବି | [୭] |
୨୦୧୯ | ପ୍ରଦୀପ ଦାଶ | ଚରୁ ଚିବର ଓ ଚର୍ଯ୍ୟା | [୮] |
୨୦୧୮ | ଶତ୍ରୁଘ୍ନ ପାଣ୍ଡବ | ମିଶ୍ର ଧ୍ରୁପଦ | [୯] |
୨୦୧୭ | ବନଜ ଦେବୀ | କାଠ ପୁଅ ଓ ଅନ୍ୟାନ୍ୟ ଗଳ୍ପ | [୧୦] |
୨୦୧୬ | ହୃଷୀକେଶ ମଲ୍ଲିକ | ଜେଜେ ଦେଖି ନଥିବା ଭାରତ | [୧୧] |
୨୦୧୫ | ମନୋଜ କୁମାର ପଣ୍ଡା | ମାୟା ବଗିଚା | [୧୨] |
୨୦୧୪ | ପ୍ରଫୁଲ୍ଲ ଦାସ | ବହ୍ନିମାନ | |
୨୦୧୩ | ଅଚ୍ୟୁତାନନ୍ଦ ପତି | ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ | |
୨୦୧୨ | ହୃଷୀକେଶ ପଣ୍ଡା | ଗର୍ବ କରିବାର କଥା | |
୨୦୧୧ | ହରିହର ମିଶ୍ର | ଦିବ୍ୟ ଅସନ୍ତୋଷ | |
୨୦୧୦ | ବୀଣାପାଣି ମହାନ୍ତି | ଅପହଞ୍ଚ ଆକାଶ | |
୨୦୦୯ | ପ୍ରସନ୍ନ କୁମାର ମିଶ୍ର | ଖରାରେ ବାଙ୍ଗରା ଲୋକ | |
୨୦୦୮ | ହରପ୍ରସାଦ ଦାସ | ହାରମୋନିଅମରେ ତୋଡ଼ି | |
୨୦୦୭ | ଦାଶରଥି ଦାସ | ବିଦଗ୍ଧ ମାନସ | |
୨୦୦୬ | ଅନ୍ନପୂର୍ଣ୍ଣା ମହାରଣା | ଅମୃତ ଅନୁଭବ | |
୨୦୦୫ | ହୃଦାନନ୍ଦ ରାୟ | ଜଣେ ଅନୁଭବୀ ଅନୁଭବର | |
୨୦୦୪ | ସାତକଡ଼ି ହୋତା | ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ | [୧୩] |
୨୦୦୩ | ଜଗଦୀଶ ମହାନ୍ତି | ସୁନା ଇଲିସି | |
୨୦୦୩ | ଦୀପକ ମିଶ୍ର | ନିଦାଘ ଯାତ୍ରା | |
୨୦୦୧ | ତରୁଣ କାନ୍ତି ମିଶ୍ର | ଆକାଶ ସେତୁ | |
୨୦୦୨ | ଉତ୍ତମ କୁମାର ପ୍ରଧାନ | କଳାହାଣ୍ଡିର କଥାକାର | |
ଶ୍ରୀନିବାସ ଉଦ୍ଗାତା | ଋତମ୍ | , | |
୨୦୦୦ | ଗୋପାଳ ଛୋଟରାୟ | ନାଟ୍ୟ ସାହିତ୍ୟର ସାମଗ୍ରିକ କୃତି | |
୧୯୯୯ | ବିଭୂତି ପଟ୍ଟନାୟକ | କଥା ସାହିତ୍ୟର ସାମଗ୍ରିକ କୃତି | |
୧୯୯୮ | ଜଗନ୍ନାଥ ପ୍ରସାଦ ଦାସ | ପ୍ରିୟ ବିଦୁଷକ | [୧୪] |
୧୯୯୭ | ମନମୋହନ ଚୌଧୁରୀ | କସ୍ତୁରୀ ମୃଗସମ | |
୧୯୯୬ | ସତ୍ୟନାରାୟଣ ରାଜଗୁରୁ | ମାେ ଜୀବନ ସଂଗ୍ରାମ | |
୧୯୯୫ | ରାଜେନ୍ଦ୍ର କିଶୋର ପଣ୍ଡା | ଅନ୍ୟା ଓ ଶୈଳକଳ୍ପ | |
୧୯୯୪ | ଭୁବନେଶ୍ୱର ବେହେରା | ଗାଁର ଡାକ | |
୧୯୯୩ | ନୃସିଂହ ଚରଣ ପଣ୍ଡା | ଖାରବେଳ | |
୧୯୯୨ | ପ୍ରତିଭା ଶତପଥୀ | ଶବରୀ | |
୧୯୯୧ | ରବି ପଟ୍ଟନାୟକ | ବନ୍ଧ୍ୟା ଗାନ୍ଧାରୀ | |
ରାମଚନ୍ଦ୍ର ବେହେରା | ଓଁ କାର ଧ୍ୱନି | ||
୧୯୯୦ | ପ୍ରତିଭା ରାୟ | ଯାଜ୍ଞସେନୀ | |
ମନୋରଞ୍ଜନ ଦାସ | ନନ୍ଦିକା କେଶରୀ | ||
୧୯୮୯ | ଚିତ୍ତରଞ୍ଜନ ଦାସ | ଓଡ଼ିଶା ଓ ଓଡ଼ିଆ | |
୧୯୮୮ | ଶରତ କୁମାର ମହାନ୍ତି | ସଂସ୍କୃତି ଅପସଂସ୍କୃତି | |
୧୯୮୭ | ଶାନ୍ତନୁ କୁମାର ଆଚାର୍ଯ୍ୟ | ଶକୁନ୍ତଳା | |
୧୯୮୬ | କିଶୋରୀ ଚରଣ ଦାସ | ଭିନ୍ନ ପାଉଁଶ | |
୧୯୮୫ | ସୀତାକାନ୍ତ ମହାପାତ୍ର | ଆରଦୃଶ୍ୟ | |
୧୯୮୪ | ରମାକାନ୍ତ ରଥ | ସଚିତ୍ର ଅନ୍ଧାର | |
୧୯୮୩ | ମହାପାତ୍ର ନୀଳମଣି ସାହୁ | ଅଭିଶପ୍ତ ଗନ୍ଧର୍ବ | |
୧୯୮୨ | ଚନ୍ଦ୍ରଶେଖର ରଥ | ସମ୍ରାଟ ଓ ଅନ୍ୟମାନେ | |
୧୯୮୧ | ମନୋଜ ଦାସ | ଧୁମାଭ୍ର ଦିଗନ୍ତ | |
୧୯୮୦ | ସୁରେନ୍ଦ୍ର ମହାନ୍ତି | କୁଳବୃଦ୍ଧ ଚରିତ ଉପନ୍ୟାସ | [୧୫] |
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Manoj Kumar Panda to receive Sarala Puraskar". Odisha Sun Times. Retrieved 20 August 2015.
- ↑ "IMFA". imfa.in. 2012. Archived from the original on 21 January 2016. Retrieved 1 January 2013.
Sarala Award Recipients
- ↑ (RM), Samaja Digital (20 September 2024). "ସରୋଜିନୀ ସାହୁଙ୍କୁ ମିଳିବ ଶାରଳା ପୁରସ୍କାର". Samaja Live. Retrieved 21 September 2024.
- ↑ Digital, Sambad (27 October 2023). "ବେଣୁଧର ଓ ମୋହିନୀମୋହନଙ୍କୁ କଳା ସମ୍ମାନ: ଭୀମ ପୃଷ୍ଟି ପାଇଲେ ଶାରଳା ପୁରସ୍କାର". Sambad. Retrieved 21 September 2024.
- ↑ "୪୩ ତମ ଶାରଳା ପୁରସ୍କାର ପାଇଁ ମନୋନୀତ ହେଲେ ପ୍ରସିଦ୍ଧ ଗାଳ୍ପିକ ଡକ୍ଟର ଗୌରହରି ଦାସ". www.prameyanews7.com. ପ୍ରମେୟ. Retrieved 20 September 2022.
- ↑ "Sarala Puraskar for noted Odia writer Paramita Satpathy". newindianexpress.com. Retrieved 6 August 2021.
- ↑ "କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର". www.samajalive.in. ସମାଜ. Archived from the original on 7 October 2020. Retrieved 7 October 2020.
- ↑ "ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". sambad.in. sambad.in. Retrieved 7 September 2019.
- ↑ "Sarala award for poet Satrughna". newindianexpress.com. Retrieved 8 September 2018.
- ↑ "Banaj Devi to receive Sarala award for Kathapua". The Hindu. Retrieved 8 September 2018.
- ↑ "ହୃଷୀକେଶ ପାଇବେ ଶାରଳା ପୁରସ୍କାର". ଧରିତ୍ରୀ. Retrieved 3 September 2016.
- ↑ "Manoj Panda chosen for Sarala Award". The Statesman. Retrieved 20 August 2015.
- ↑ http://zeenews.india.com/home/satkadi-hota-to-receive-sarala-award_160979.html
- ↑ Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
- ↑ Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.