ଦୀପ୍ତିରଞ୍ଜନ ପଟ୍ଟନାୟକ
ଦେଖଣା
ଦୀପ୍ତିରଞ୍ଜନ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୫ ନଭେମ୍ବର ୧୯୬୦ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ |
ଦୀପ୍ତିରଞ୍ଜନ ପଟ୍ଟନାୟକ (ଜନ୍ମ: ୨୫ ନଭେମ୍ବର ୧୯୬୦) ଜଣେ ଓଡ଼ିଆ ଗାଳ୍ପିକ । ୨୦୧୩ ମସିହାରେ ସେ ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ "ସନ୍ଦିଗ୍ଧ ଶୈଶବ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ଶିଶୁ ସାହିତ୍ୟ ଓ ଅନୁବାଦ ସାହିତ୍ୟ ମଧ୍ୟ ରଚନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।
ରଚନାବଳୀ
[ସମ୍ପାଦନା]କ୍ଷୁଦ୍ର ଗଳ୍ପ
[ସମ୍ପାଦନା]- ହଳଦୀବସନ୍ତର ଗୀତ- ୨୦୧୨ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
- ଈର୍ଷାରୁ ସ୍ନେହ ପର୍ଯ୍ୟନ୍ତ - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଜଣେ ବହ୍ମରାକ୍ଷସ ଆତ୍ମକାହାଣୀ - ୧୯୯୫ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ - ୧୯୯୯ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ସନ୍ଦିଗ୍ଧ ଶୈଶବ - ୨୦୧୦ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଇର୍ଷାରୁ ସ୍ନେହ ପର୍ଯ୍ୟନ୍ତ
ପ୍ରବନ୍ଧ
[ସମ୍ପାଦନା]- Subversive Innocence: A Study of American Children Fiction - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଆମେରିକା ଏକ ପ୍ରେମ କାହାଣୀ
- ମୁଁ କାହିଁକି ଲେଖେ ଓ ଅନ୍ୟାନ୍ୟ ପ୍ରବନ୍ଧ- ୨୦୧୨ (କଳିଙ୍ଗ ପ୍ରକାଶନ)[୧]
ଅନୁବାଦ
[ସମ୍ପାଦନା]- ମୁଣ୍ଡ ଟିକେ ବଞ୍ଚିବା - ୨୦୧୧ (ମ୍ୟାକମିଲାନ)
- Letters from a Forest School - ୨୦୦୭ (ନେସନାଲ ବୁକ୍ ଟ୍ରଷ୍ଟ)
- Folk Tales of Utkal- ୨୦୦୨ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
- ଶିଶୁ ବିକାଶରେ ସହଯୋଗ - ୨୦୦୩ (ଓରିଏଣ୍ଟ ଲଙ୍ଗମ୍ୟାନ ପବ୍ଲିକେଶନ)
- ତୁମେ ଜିତି ପାର (ଶିବ୍ ଖେରାଙ୍କ "ୟୁ କ୍ୟାନ ଉଇନ" ପୁସ୍ତକର ଓଡ଼ିଆ ବିପିନ ବିହାରୀ ମିଶ୍ରଙ୍କ ସହିତ ଅନୁବାଦ) - ୨୦୦୨ (ମାକ୍ ମିଲନ ଇଣ୍ଡିଆ)
- Thaiis - ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଆତ୍ମଚରିତ - ୨୦୧୬ (ନେସନାଲ ବୁକ୍ ଟ୍ରଷ୍ଟ)[୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ (ସନ୍ଦିଗ୍ଧ ଶୈଶବ ପାଇଁ)[୩]
- ହରେକୃଷ୍ଣ ଦାସ ଓ ପ୍ରତିଭା ଦାସ ସ୍ମୃତି ସମ୍ମାନ, ୨୦୨୦ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ ଶିଶୁ ସାହିତ୍ୟ ସମ୍ମାନ)
ଆଧାର
[ସମ୍ପାଦନା]- ↑ "National Library of India". opac.nationallibrary.gov.in. Retrieved 2 January 2019.
- ↑ "ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ" (PDF). www.bhu.ac.in. Retrieved 2 January 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.