ପୂର୍ଣ୍ଣ ଚନ୍ଦ୍ର ସେଠୀ

ଉଇକିପିଡ଼ିଆ‌ରୁ
(ପୂର୍ଣ୍ଣଚନ୍ଦ୍ର ସେଠୀରୁ ଲେଉଟି ଆସିଛି)
ପୂର୍ଣ୍ଣ ଚନ୍ଦ୍ର ସେଠୀ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଭି.ସୁଜ୍ଞାନୀ କୁମାରୀ ଦେଓ
ପର ଅଧିକାରୀସୂର୍ଯ୍ୟମଣି ବୈଦ୍ୟ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-04-21) ୨୧ ଅପ୍ରେଲ ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସଞ୍ଜୁକ୍ତା ସେଠୀ
ବାପା/ବୋଉଚୈତନ୍ୟ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ପୂର୍ଣ୍ଣ ଚନ୍ଦ୍ର ସେଠୀ (ଜନ୍ମ: ୨୧ ଅପ୍ରେଲ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପୂର୍ଣ୍ଣ ଚନ୍ଦ୍ର ୧୯୫୪ ମସିହାର ଅପ୍ରେଲ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚୈତନ୍ୟ ସେଠୀ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ସେଠୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପୂର୍ଣ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Purna Chandra Sethy". odishaassembly.nic.in. Odisha Assembly. Retrieved 18 January 2021.
  2. "ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା | Sambad". ସମ୍ବାଦ. sambad.in. 19 March 2019. Retrieved 19 January 2021.