ପାଇକପଡ଼ା, ରାୟଗଡ଼ା

ଉଇକିପିଡ଼ିଆ‌ରୁ
(Paikapada, Rayagadaରୁ ଲେଉଟି ଆସିଛି)
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
Country ଭାରତ

ପାତାଳେଶ୍ୱର ଶିବ ମନ୍ଦିର ପାଇଁ ପାଇକପଡା ପ୍ରସିଦ୍ଧ । ଏଠାକାର ଶିବ ମନ୍ଦିରଟି ନବମ ଶତାବ୍ଦୀର ବୋଲି ଜଣାଯାଏ[୧][୨] । ମନ୍ଦିରରେ ୯୯,୯୯୯ଟି ଶିବ ଲିଙ୍ଗ (ଅର୍ଥାତ୍‌ ୧ଲକ୍ଷରୁ ଏକ କମ୍‌) ରହିଥିବାର ବିଶ୍ୱାସ ଅଛି ।[୩] ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ[୪][୫][୬]

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ପାଇକପଡା ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯° ୧୯′ ୪୩″ ଉ: ଏବଂ ଅ: ୮୪° ୫୫′ ୧୮″ ପୂ: ।

ପର୍ବ ପର୍ବାଣି[ସମ୍ପାଦନା]

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ଶିବଙ୍କ ବ୍ୟତୀତ ଜଗନ୍ନାଥ, ମା ଦକ୍ଷିଣେଶ୍ୱରୀ କାଳିକା ଓ ଚମୁଣ୍ଡାଙ୍କର ମଧ୍ୟ ପୂଜା ହୁଏ ।

ସୁବିଧା ସୁଯୋଗ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Orissa Review 1992, Budhhism in Orissa" Archived 2014-09-24 at the Wayback Machine. An article by Dr. Dandapani Behera
  2. "Google books" see at Ch.X, fig.5
  3. "No1 news paper in odisha,orissa news-Sambad". www.sambadepaper.com. Sambad. Retrieved 8 March 2019.[permanent dead link]
  4. ""General information of Rayagada district"". Archived from the original on 2014-09-24. Retrieved 2014-10-10.
  5. "Chaiti-2011 starts from Paikpada temple"
  6. "Temples of orissa"

ଅଧିକ ତଥ୍ୟ[ସମ୍ପାଦନା]