ମଦନେଶ୍ୱର ମନ୍ଦିର
ଦେଖଣା
(ମଦନେଶ୍ଵର ମନ୍ଦିରରୁ ଲେଉଟି ଆସିଛି)
| ମଦନେଶ୍ୱର ମନ୍ଦିର | |
|---|---|
![]() ମଦନେଶ୍ୱର ମନ୍ଦିର, ଭୁବନେଶ୍ୱର | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ଖୋର୍ଦ୍ଧା |
| Location | |
| ସ୍ଥାନ | ଭୁବନେଶ୍ୱର |
| Country | ଭାରତ |
ମଦନେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ଶୈବ ମନ୍ଦିର। ଏହା ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହା ଶିଶୁପାଳଗଡର ସନ୍ତରାପୁରଠାରେ ଅବସ୍ଥିତ । ଏଠାରେ ଶିବଲିଙ୍ଗ ସହ ଯୋନିପୀଠ ମଧ୍ୟ ରହିଛି । ମୁଖ୍ୟ ମନ୍ଦିର ଅନେକ ଆଗରୁ ଭଗ୍ନ ହେଇଯାଇଥିବା ବେଳେ ପ୍ରଭାଗ ଅଂଶ ରହିଛି । ମନ୍ଦିରର ଉତ୍ତର , ପଶ୍ଚିମ ଓ ପୂର୍ବ ଦିଗରେ ବାସଗୃହ ସବୁ ରହିଥିବା ବେଳେ ଦକ୍ଷିଣରେ ରାସ୍ତା ରହିଛି । ମନ୍ଦିର ପୂର୍ବ ଦିଗକୁ ମୁଖ କରି ରହିଥିଲା । ପ୍ରଭାଗ ଅଂଶକୁ ମରାମତି କରାଯିଛି ।
ଆଧାର
[ସମ୍ପାଦନା]- Book: Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
ବାହାର ଆଧାର
[ସମ୍ପାଦନା]- www.eodissa.com
- http://www.ignca.gov.in/asi_reports/orkhurda113.pdf
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
