ସିଦ୍ଧେଶ୍ୱର ମନ୍ଦିର, କଟକ

ଉଇକିପିଡ଼ିଆ ରୁ
(ସିଦ୍ଧେଶ୍ଵର ମନ୍ଦିର, କଟକ ରୁ ଲେଉଟି ଆସିଛି)
Jump to navigation Jump to search
ସିଦ୍ଧେଶ୍ୱର ମନ୍ଦିର
ସିଦ୍ଧେଶ୍ୱର ମନ୍ଦିର
ସିଦ୍ଧେଶ୍ୱର ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°28′48.76″N 85°47′3.6″E / 20.4802111°N 85.784333°E / 20.4802111; 85.784333Coordinates: 20°28′48.76″N 85°47′3.6″E / 20.4802111°N 85.784333°E / 20.4802111; 85.784333
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଟକ

ସିଦ୍ଧେଶ୍ୱର ମନ୍ଦିର ଓଡ଼ିଶାର କଟକ ଜିଲ୍ଲା ଅବସ୍ଥିତ ଏକ ଶୈବପୀଠ। ଏଠାରେ ଆଷାଢ ମାସରେ କାଉଡିଆମାନେ ଏଠାକୁ ଆସିଥାନ୍ତି।

ଅବସ୍ଥିତି[ସମ୍ପାଦନା]

କଟକର ବାଦାମ୍ବବାଡି ଠାରୁ ଏହାର ଦୂରତା ପ୍ରାୟ ୨୦ କି.ମି ହେବ।

ବିଗ୍ରହ[ସମ୍ପାଦନା]

ଭ୍ରମଣ ସମୟ[ସମ୍ପାଦନା]

ବର୍ଷର ଯେକୌଣସି ସମୟରେ ଏଠାକୁ ଆସିହେବ।ଏହା ବଣଭୋଜି ପାଁଇ ମଧ୍ୟ ଏହା ଏକ ଉପଯୁକ୍ତ ସ୍ଥାନ।

ଛବି ସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]