ପାଇକପଡ଼ା, ରାୟଗଡ଼ା
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା | |
---|---|
ପାତାଳେଶ୍ୱର ଶିବ ମନ୍ଦିର, ପାଇକପଡା | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
District | ରାୟଗଡ଼ା |
Location | |
Country | ![]() |
ପାତାଳେଶ୍ୱର ଶିବ ମନ୍ଦିର ପାଇଁ ପାଇକପଡା ପ୍ରସିଦ୍ଧ । ଏଠାକାର ଶିବ ମନ୍ଦିରଟି ନବମ ଶତାବ୍ଦୀର ବୋଲି ଜଣାଯାଏ[୧][୨] । ମନ୍ଦିରରେ ୯୯,୯୯୯ଟି ଶିବ ଲିଙ୍ଗ (ଅର୍ଥାତ୍ ୧ଲକ୍ଷରୁ ଏକ କମ୍) ରହିଥିବାର ବିଶ୍ୱାସ ଅଛି ।[୩] ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ[୪][୫][୬] ।
ଭୌଗୋଳିକ ଅବସ୍ଥିତି[ସମ୍ପାଦନା]
ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ପାଇକପଡା ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯° ୧୯′ ୪୩″ ଉ: ଏବଂ ଅ: ୮୪° ୫୫′ ୧୮″ ପୂ: ।
ପର୍ବ ପର୍ବାଣି[ସମ୍ପାଦନା]
ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ଶିବଙ୍କ ବ୍ୟତୀତ ଜଗନ୍ନାଥ, ମା ଦକ୍ଷିଣେଶ୍ୱରୀ କାଳିକା ଓ ଚମୁଣ୍ଡାଙ୍କର ମଧ୍ୟ ପୂଜା ହୁଏ ।
ସୁବିଧା ସୁଯୋଗ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Orissa Review 1992, Budhhism in Orissa" Archived 2014-09-24 at the Wayback Machine. An article by Dr. Dandapani Behera
- ↑ "Google books" see at Ch.X, fig.5
- ↑ "No1 news paper in odisha,orissa news-Sambad". www.sambadepaper.com. Sambad. Retrieved 8 March 2019.[permanent dead link]
- ↑ "General information of Rayagada district"
- ↑ "Chaiti-2011 starts from Paikpada temple"
- ↑ "Temples of orissa"
ଅଧିକ ତଥ୍ୟ[ସମ୍ପାଦନା]
![]() | ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |