Jump to content

ମିହିର ଦାସ

ଉଇକିପିଡ଼ିଆ‌ରୁ
(Mihir Dasରୁ ଲେଉଟି ଆସିଛି)
ମିହିର ଦାସ
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ ।
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ ।
ଜନ୍ମ(1959-02-11)୧୧ ଫେବୃଆରୀ ୧୯୫୯
ମୃତ୍ୟୁ୧୧ ଜାନୁଆରୀ ୨୦୨୨(2022-01-11) (ବୟସ ୬୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ବୈବାହିକ-ସାଥୀସଙ୍ଗୀତା ଦାସ
ସନ୍ତାନଅମ୍ଳାନ ଦାସ, ଅକ୍ଲାନ୍ତ ଦାସ
ୱେବସାଇଟଇଣ୍ଟରନେଟ ମୁଭି ଡାଟାବେସରେ ମିହିର ଦାସ
ଦସ୍ତଖତ
ମିହିର ଦାସଙ୍କ ଦସ୍ତଖତ

ମିହିର ଦାସ (୧୧ ଫେବୃଆରୀ ୧୯୫୯–୧୧ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ ।[] ସେ ତିନି ଦଶକରୁ ଅଧିକ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ, ବିଶେଷ କରି ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା, ଏବଂ ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ ।[][][]

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମିହିର ଦାସ ୧୯୫୯ ଫେବୃଆରୀ ୧୧ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[]

ପରିବାର

[ସମ୍ପାଦନା]

ସେ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ । ଲୋକପ୍ରିୟ ଗାୟକ ଚିତ୍ତ ଜେନା ଥିଲେ ମିହିର ଦାସଙ୍କ ଶ୍ୱଶୁର । ଏହି ଦମ୍ପତ୍ତିଙ୍କ ପୁଅ ଅମ୍ଲାନ ଦାସ ମଧ୍ୟ ଜଣେ ଅଭିନେତା ।[] ତାଙ୍କ ସାନପୁଅ ଅକ୍ଲାନ୍ତଙ୍କର ଲିଭର ଜନିତ ସମସ୍ୟା ଯୋଗୁ ୨୦୨୩ ମସିହା ଜାନୁଆରୀ ମାସରେ ପରଲୋକ ଘଟିଥିଲା ।[]

ଅଭିନୟ

[ସମ୍ପାଦନା]

ସେ ଏକ କଳା ଚଳଚ୍ଚିତ୍ର ସ୍କୁଲ ମାଷ୍ଟର ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯୋଗଦେଇଥିଲେ । ୧୯୭୯ରେ ମୁକ୍ତିଲାଭ କରିଥିବା ମଥୁରା ବିଜୟ ଥିଲା ତାଙ୍କ ଅଭିନୟ ଜୀବନର ପ୍ରଥମ ବ୍ୟବସାୟିକ ଚଳଚ୍ଚିତ୍ର । ପୁଅ ମୋର ଭୋଳାଶଙ୍କରରେ ଅଭିନୟ ପାଇଁ ସେ ବ୍ୟାପକ ସ୍ୱୀକୃତି ପାଇଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ଖ୍ୟାତନାମା ଅଭିନେତା ଥିଲେ ।

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସେ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଏବଂ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।[][][]

ମୃତ୍ୟୁ

[ସମ୍ପାଦନା]

୨୦୨୧ ଡିସେମ୍ବରରେ ସେ କଟକରେ ବୃକକ ତ୍ରୁଟି ନିମନ୍ତେ ଡାଏଲିସିସ ପାଇଁ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥାରେ ହୃଦଘାତ ଅନୁଭବ କରିଥିଲେ । ତାଙ୍କୁ ଏହାପରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା ।[][୧୦] କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୧]

ଫିଲ୍ମୋଗ୍ରାଫି

[ସମ୍ପାଦନା]
ବର୍ଷଫିଲ୍ମଅବଦାନଭୂମିକା
୨୦୧୨ ରଜାଝିଅ ସଂଗେ ହେଇଗଲା ଭାବଅଭିନେତା
ଇଡିଅଟ୍ଅଭିନେତା
ଏମିତି ବି ପ୍ରେମ ହୁଏଅଭିନେତା
୨୦୧୧
କଟକଅଭିନେତା
କ୍ରିମିନାଲ୍ଅଭିନେତା
୧୪୩ ଆଇ ଲଭ ୟୁଅଭିନେତା
ବାଇଶି ପାହାଚେ ଖେଳିବ ମୀନଅଭିନେତା
ହିରୋ- ପ୍ରେମ କଥାଅଭିନେତା
ମତେ ବୋହୂ କରି ନେଇ ଯାଅଭିନେତା
ଏ ମନ ଖୋଜେ ମନଟିଏଅଭିନେତା
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ଅଭିନେତା
ମନ ମୋର ପ୍ରଜାପତିଅଭିନେତା
ଲୋଫର୍ଅଭିନେତା
ମୋଷ୍ଟ ୱାଣ୍ଟେଡ଼ଅଭିନେତା
୨୦୧୦ ତୁ ଥା ମୁଁ ଯାଉଛି ଋଷିଅଭିନେତା
ଆସିବୁ କେବେ ସାଜି ମୋ ରାଣୀଅଭିନେତା
ଦିବାନାଅଭିନେତା
ପ୍ରେମ ଅଢ଼େଇ ଅକ୍ଷରଅଭିନେତା
ତୋତେ ଭଲ ପାଉଛି ବୋଲିଅଭିନେତା
ତୋର ମୋର ଯୋଡ଼ି ସୁନ୍ଦରଅଭିନେତା
ଭୁଲ ବୁଝିବନି ମୋତେଅଭିନେତା
ପହିଲି ରଜଅଭିନେତା
ସଞ୍ଜୁ ଆଉ ସଞ୍ଜନାଅଭିନେତାପର୍ଶୁରାମ ପାଇକରାୟ
ଆ ଲୋ ମୋର କଣ୍ଢେଇଅଭିନେତା
ମୁଁ କଣ ଏତେ ଖରାପଅଭିନେତାକାହ୍ନାର ବାପା
ଶୁଭ ବିବାହଅଭିନେତା
ଆଖି ପଲକରେ ତୁଅଭିନେତା
୨୦୦୯ ତୁମେ ହିଁ ସାଥି ମୋରଅଭିନେତା
ଅଭିମନ୍ୟୁଅଭିନେତା
ସାତ ସୁରେ ବନ୍ଧା ଏ ଜୀବନଅଭିନେତା
ଆରେ ସାଥି ଆଅଭିନେତା
କେଉଁ ଦୁନିଆଁରୁ ଆସିଲ ବନ୍ଧୁଅଭିନେତା
ଆଇଲାରେ ଓଡ଼ିଆ ପୁଅଅଭିନେତା
ଶତ୍ରୁ ସଂହାରଅଭିନେତା
ସୁନା ଚଢ଼େଇ ମୋ ରୂପା ଚଢ଼େଇଅଭିନେତା
ପ୍ରିୟା - ଦି ଡ୍ରିମ ଗାର୍ଲଅଭିନେତା
ଆରେ ସାଥି ଆଅଭିନେତା
୨୦୦୮ ମୁନ୍ନା-ଏ ଲଭ ଷ୍ଟୋରୀଅଭିନେତା
ମୁଁ ସପନର ସଉଦାଗରଅଭିନେତା
ମତେ ତ ଲଭ ହେଲାରେଅଭିନେତା
ହସିବ ପୁଣି ମୋ ସୁନା ସଂସାରଅଭିନେତା
ମତେ ଆଣି ଦେଲ ଲକ୍ଷେ ଫଗୁନଅଭିନେତା
ତୋ ବିନା ଭଲ ଲାଗେନଅଭିନେତା
୨୦୦୭ ଅଗ୍ନିଶିଖାଅଭିନେତା
ଚକା ଚକା ଭଉଁରୀଅଭିନେତା
ଧଉଳି ଏକ୍ସପ୍ରେସ୍ଅଭିନେତା
ଏ ମନ ମାନେନାଅଭିନେତା
ମୁଁ ତତେ ଲଭ କରୁଚିଅଭିନେତା
ଫେରିଆ ମୋ ସୁନା ଭଉଣୀଅଭିନେତା
ସମୟ ହାତରେ ଡୋରୀଅଭିନେତା
୨୦୦୬ ରାଖି ବାନ୍ଧିଲି ମୋ ରଖିବ ମାନଅଭିନେତା
ଶାଶୁଘର ଚାଲିଯିବିଅଭିନେତା
ଥ୍ୟାଙ୍କ ୟୁ ଭଗବାନଅଭିନେତା
ତୁ ଏକା ଆମ ସାହା ଭରଷାଅଭିନେତା
୨୦୦୫ ଜୀବନ ମୃତ୍ୟୁଅଭିନେତା
ଟୋପାଏ ସିନ୍ଦୂର ଦି ଟୋପା ଲୁହଅଭିନେତା
୨୦୦୩ ମାତୃଶକ୍ତିଅଭିନେତା
୨୦୦୧ ସମୟ ଖେଳୁଚି ଚକା ଭଉଁରୀ
୨୦୦୧ ବାଜିଅଭିନେତା
ଧର୍ମ ଦେବତାଅଭିନେତା
୨୦୦୦ ହରି ଭାଇ ହାରେନାଅଭିନେତା
ପ୍ରେମ ବନ୍ଧନଅଭିନେତା
ରଶ୍ମୀ ରେଖାଅଭିନେତା
ସମୟ ଚକରେ ସଂସାର ରଥଅଭିନେତା
୧୯୯୯ ଗୋପରେ ବଢୁଛି ମୋ କଳା କହ୍ନେଇଅଭିନେତା
କଥା କହିବ ମୋ ମଥା ସିନ୍ଦୂରଅଭିନେତା
ଷୋଳ ଶୁକ୍ରବାରଅଭିନେତା
ପବିତ୍ର ବନ୍ଧନଅଭିନେତା
କୃଷ୍ଣା କାବେରୀଅଭିନେତା
ମା’ ଓ ମମତାଅଭିନେତା
ମା' ପରି କିଏ ହେବଅଭିନେତା
ରାଖି ଭିଜିଗଲା ଆଖି ଲୁହରେଅଭିନେତା
ଲକ୍ଷ୍ମୀ ପ୍ରତିମାଅଭିନେତା
୧୯୯୮ ଅହଲ୍ୟାଅଭିନେତା
ଲକ୍ଷ୍ମୀର ଅଭିସାରଅଭିନେତା
ସହର ଜଳୁଚିଅଭିନେତା
ସଉଭାଗ୍ୟବତୀଅଭିନେତା
ସ୍ତ୍ରୀଅଭିନେତା
୧୯୯୭ ଭୁଲ କାହାରଅଭିନେତା
ଗଙ୍ଗା ଯମୁନାଅଭିନେତା
୧୯୯୬ ସୁହାଗ ସିନ୍ଦୂରଅଭିନେତା
ଜୀବନ ଧାରାଅଭିନେତା
୧୯୯୪ ଭାଇ ହେଲା ଭଗାରିଅଭିନେତା
ଗଢ଼ି ଜାଣିଲେ ଘର ସୁନ୍ଦରଅଭିନେତା
ମହୁଆଅଭିନେତା
ମୁକ୍ତି ମଶାଲଅଭିନେତା
୧୯୯୩ ଅନୁପମାଅଭିନେତା
ଭାଗ୍ୟ ହାତେ ଡୋରିଅଭିନେତା
ଦାଦାଗିରିଅଭିନେତା
ଶ୍ରଦ୍ଧାଞ୍ଜଳୀଅଭିନେତା
୧୯୯୨ ଅଗ୍ନି ସଙ୍କଟଅଭିନେତା
ଘର ମୋର ସ୍ୱର୍ଗଅଭିନେତା
ପ୍ରିତୀର ଇତିଅଭିନେତା
୧୯୯୧ କି ହେବ ଶୁଆ ପୋଷିଲେଅଭିନେତା
୧୯୯୦ ହସ ଲୁହ ଭରା ଦୁନିଆଅଭିନେତା
ହିସାବ କରିବ କାଳିଆଅଭିନେତା
କାଳିଆ ଭରସାଅଭିନେତା
ପରଦେଶୀ ଚଢ଼େଇଅଭିନେତା
୧୯୮୯ ଆକାଶର ଆଖିଅଭିନେତା
ପ୍ରତିଶୋଧ ଅପରାଧ ନୁହେଁଅଭିନେତା
ସାଗରଅଭିନେତା
୧୯୮୮ କନ୍ୟାଦାନଅଭିନେତା
୧୯୮୭ ଏଇ ତ ଦୁନିଆଁଅଭିନେତା
୧୯୮୬ ଏଇ ଆମ ସଂସାରଅଭିନେତା
୧୯୮୦ ରାମାୟଣଅଭିନେତା
୧୯୭୯ ମଥୁରା ବିଜୟଅଭିନେତା

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ". www.odishareporter.in. odisha reporter. Archived from the original on 11 January 2022. Retrieved 11 January 2022.
  2. Pradhan, Ashok (12 December 2011). "State film awards announced". The Times of India (in ଇଂରାଜୀ). Retrieved 9 February 2021.
  3. 1 2 "Mihir Das Oriya Hero Profile". incredibleorissa.com. January 2011. Archived from the original on 10 May 2012. Retrieved 7 April 2012.
  4. 1 2 "Mihir Das: An Overview". incredibleorissa.com. 5 February 2012. Archived from the original on 5 June 2018. Retrieved 7 April 2012. Name: Mihir Kumar Das, Wife, Late Sangita Das
  5. Experts, Arihant (4 June 2019). Know Your State Odisha. ISBN 9789313193272. Retrieved 28 December 2021.
  6. "Bollywood Movie Actor Mihir Das Biography, News, Photos, Videos". nettv4u (in ଇଂରାଜୀ). Retrieved 10 December 2021.
  7. "ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ମହିରି ଦାସଙ୍କ ସାନପୁଅ ଅକ୍ଳାନ୍ତ, ଅନ୍ତିମ ସଂସ୍କାର ସମ୍ପନ୍ନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 January 2023. Retrieved 25 January 2023.
  8. "Sangita Das wife of actor Mihir Das dies of heart attack". orissadiary.com. Archived from the original on 7 March 2013. Retrieved 7 April 2012. The eminent singer, film artist Sangita Das expired on Saturday in heart attack.
  9. "Veteran Odia actor Mihir Das hospitalised after suffering mild heart attack". Deccan Herald. 10 December 2021. Retrieved 28 December 2021.
  10. "Condition Of Ollywood Actor Mihir Das Stable, Next 96 Hrs Vital, Say Docs". Ommcomnews. 27 December 2021. Archived from the original on 27 December 2021. Retrieved 28 December 2021.
  11. "Mihir Das, veteran Ollywood actor, passes away" (in ଆମେରିକୀୟ ଇଂରାଜୀ). 11 January 2022. Retrieved 11 January 2022.

ଅଧିକ ପଠନ

[ସମ୍ପାଦନା]