ଶୁଭ ବିବାହ
ଶୁଭ ବିବାହ | |
---|---|
ନିର୍ଦ୍ଦେଶକ | ଜ୍ୟୋତିପ୍ରକାଶ ଦାସ |
ପ୍ରଯୋଜକ | ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ, ମନିଷା |
ଚିତ୍ରନାଟ୍ୟ | ଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ |
କାହାଣୀ | ଜ୍ୟୋତିପ୍ରକାଶ ଦାସ |
କଳାକାର | ପୁପିନ୍ଦର ସିଂହ, ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସନାୟକ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ନଗେନ୍ଦ୍ର କୁମାର |
ସମ୍ପାଦକ | ସୁସ୍ମିତ ମଣ୍ଡଳ |
ମୁକ୍ତିଲାଭ ତାରିଖ | ୨୮ ଫେବୃଆରୀ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶୁଭ ବିବାହ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ[୩], ବର୍ଷା ପ୍ରିୟଦର୍ଶିନୀ ଏବଂ ଆକାଶ ଦାସନାୟକ ।[୨] ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୀବନ ପଣ୍ଡା, ସଲିଲ ମିତ୍ର, ସୁମନ, ପୂଜା, ଶୁଭଶ୍ରୀ, ବାବୁଲା, ଦିଲ୍ଲୀପ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ପୁପିନ୍ଦର ସିଂହ[୪]
- ବର୍ଷା ପ୍ରିୟଦର୍ଶିନୀ[୫]
- ଆକାଶ ଦାସନାୟକ[୬]
- ମିହିର ଦାସ
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଜୀବନ ପଣ୍ଡା
- ସଲିଲ ମିତ୍ର
- ସୁମନ
- ପୂଜା
- ଶୁଭଶ୍ରୀ
- ବାବୁଲା
- ଦିଲ୍ଲୀପ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨] ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ, ଗୌତମ ଗାଙ୍ଗୁଲି, ପାମେଲା ଜୈନ, ସଂଘମିତ୍ରା ଜେନା, କ୍ରିଷ୍ଣା, ମାଧବ, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ବିନୋଦ ରାଠୋଡ, ସାଧନା ସରଗମ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ସୁଖ ଦୁଃଖ ଦୋଛକିରେ" | |
2. | "ମାନିଯାରେ ମାନିଯା ତୁ ଭଲ ପାଉଚୁ" | |
3. | "ଚାନ୍ଦରୁ ଚାନ୍ଦିନୀ ତାରାରୁ ରୋଶନୀ" | |
4. | "ଆସିଲା ଶୁଭ ବିବାହ" |
ଆଧାର
[ସମ୍ପାଦନା]- ↑ "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
- ↑ ୨.୦ ୨.୧ ୨.୨ "Subha Bibaha". OdiaKhati.com. Archived from the original on 30 November 2017. Retrieved 27 November 2017.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ↑ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶୁଭ ବିବାହ