ଚକା ଚକା ଭଉଁରୀ
ଦେଖଣା
| ଚକା ଚକା ଭଉଁରୀ | |
|---|---|
| ନିର୍ଦ୍ଦେଶକ | ଶୁଭେନ୍ଦୁ ସ୍ୱାଇଁ |
| ପ୍ରଯୋଜକ | ଦେବାଶିଷ ଡୋଗ୍ରା |
| ସଂଳାପ | ବସନ୍ତ ମହାନ୍ତି, ବିଶ୍ୱନାଥ ପତି |
| ଚିତ୍ରନାଟ୍ୟ | ଶୁଭେନ୍ଦୁ ସ୍ୱାଇଁ |
| କାହାଣୀ | ଶୁଭେନ୍ଦୁ ସ୍ୱାଇଁ |
| କଳାକାର | ବିଜୟ ମହାନ୍ତି, ନମ୍ରତା ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ |
| ସଙ୍ଗୀତ | ଶରତ ନାୟକ |
| ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
| ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ଅଗଷ୍ଟ ୨୦୦୭ [୧] |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଚକା ଚକା ଭଉଁରୀ ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ଶରତ ନାୟକ
- ଗୀତିକାର: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ସଞ୍ଜୟ ମହାକୁଡ଼
- ପ୍ରଚ୍ଛଦପଟ ଗାୟକ: ରତିକାନ୍ତ ଶତପଥୀ, ଶରତ ନାୟକ, ତପୁ ମିଶ୍ର, ଶୁଭାଶିଷ, ପମି, ତୃପ୍ତି, ସୁରେଶ ୱାଡ଼େକର
ଟୀକା
[ସମ୍ପାଦନା]- ↑ ଅନୁପମ ଭାରତ, ୨୮ଅକ୍ଟୋବର୨୦୧୧, ପୃଷ୍ଠା-୧୧
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚକା ଚକା ଭଉଁରୀ