ରାମାୟଣ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
Jump to navigation Jump to search
ରାମାୟଣ
ନିର୍ଦ୍ଦେଶକଗୋବିନ୍ଦ ତେଜ
ପ୍ରଯୋଜକଧୀର ବିଶ୍ୱାଳ
କାହାଣୀବାଲ୍ମିକୀ
କଳାକାରଧୀର ବିଶ୍ୱାଳ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅନିତା ଦାସ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରଞ୍ଜନ କିନାଗୀ
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୯୮୦
ଦେଶଭାରତ
ଭାଷାଓଡ଼ିଆ

ରାମାୟଣ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧୀର ବିଶ୍ୱାଳ[୨] ଗୋବିନ୍ଦ ତେଜ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯିଏକି ଏହି କଥାଚିତ୍ର ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୩] ଏହି କଥାଚିତ୍ରଟିର କାହଣୀ ବାଲ୍ମିକୀ ରାମାୟଣ ଉପରେ ଆଧାରିତ ଥିଲା ।

ଉତ୍ତମ ମହାନ୍ତି, ମିହିର ଦାସ, ଧୀର ବିଶ୍ୱାଳ, ଗୋବିନ୍ଦ ତେଜ, ପ୍ରଦୀପ, ଅପରାଜିତା ମହାନ୍ତି, ଅନିତା ଦାସ, ଶୁଭ୍ରା ପତି, ସୌଦାମିନୀ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଚିତ୍ତ ଜେନା, ସୁବାସ ଦାସ, ଏସ. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. odiacinemaworld.blogspot.comରେ ୧୯୮୦ର ଓଡ଼ିଆ କଥାଚିତ୍ର
  2. "ଅତୀତରୁ". ଧରିତ୍ରୀ. 23 June 2022. p. ୧୩. Archived from the original on 23 June 2022. Retrieved 23 June 2022.
  3. "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Retrieved 22 August 2016. {{cite news}}: |first= missing |last= (help)

ବାହାର ଆଧାର[ସମ୍ପାଦନା]