ରାମାୟଣ (ଓଡ଼ିଆ କଥାଚିତ୍ର)
Jump to navigation
Jump to search
ରାମାୟଣ | |
---|---|
ନିର୍ଦ୍ଦେଶକ | ଗୋବିନ୍ଦ ତେଜ |
କାହାଣୀ | ବାଲ୍ମୀକି |
କଳାକାର | ଧୀର ବିଶ୍ୱାଳ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅନିତା ଦାସ |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରାମାୟଣ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଗୋବିନ୍ଦ ତେଜ ଏହି କଥାଚିତ୍ରରୁ ନିର୍ଦ୍ଦେଶକ ଭାବେ କାମ କରିବା ଆରମ୍ଭ କରିଥିଲେ ।[୨]
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ରାମାୟଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଧୀର ବିଶ୍ୱାଳ
- ଉତ୍ତମ ମହାନ୍ତି
- ମିହିର ଦାସ
- ଗୋବିନ୍ଦ ତେଜ
- ପ୍ରଦୀପ
- ଅପରାଜିତା ମହାନ୍ତି
- ଅନିତା ଦାସ
- ଶୁଭ୍ରା ପତି
- ସୌଦାମିନୀ ମିଶ୍ର
ଆଧାର[ସମ୍ପାଦନା]
- ↑ odiacinemaworld.blogspot.comରେ ୧୯୮୦ର ଓଡ଼ିଆ କଥାଚିତ୍ର
- ↑ "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Retrieved 22 August 2016.
|first=
missing|last=
(help)
ବାହାର ଆଧାର[ସମ୍ପାଦନା]
- ରାମାୟଣ ଇଣ୍ଟରନେଟ ମୁଭି ଡାଟାବେସରେ