ଆଇଲାରେ ଓଡ଼ିଆ ପୁଅ
ଦେଖଣା
ଆଇଲାରେ ଓଡ଼ିଆ ପୁଅ | |
---|---|
ନିର୍ଦ୍ଦେଶକ | ଚୌଧୁରୀ ବିକାଶ ଦାସ, ବିଶ୍ୱଜିତ ମହାନ୍ତି |
ପ୍ରଯୋଜକ | ପ୍ରତାପ ଜେନା |
କାହାଣୀ | ରଞ୍ଜନ ମିଶ୍ର |
କଳାକାର | ତନ୍ମୟ ମିଶ୍ର, କାଜଲ ମିଶ୍ର, ଜୀନା ସାମଲ, ଅଂଶୁମାନ ସାମନ୍ତରାୟ, ସମରେଶ ରାଉତରାୟ, ମିହିର ଦାସ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଅଜିତ କୁମାର ଦାସ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ଅପ୍ରେଲ ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଇଲାରେ ଓଡ଼ିଆ ପୁଅ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରତାପ ଜେନା । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚୌଧୁରୀ ବିକାଶ ଦାସ ଏବଂ ବିଶ୍ୱଜିତ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର, କାଜଲ ମିଶ୍ର, ଜୀନା ସାମଲ ଏବଂ ଅଂଶୁମାନ ସାମନ୍ତରାୟ । ସମରେଶ ରାଉତରାୟ, ମିହିର ଦାସ, ଦେବୁ ବ୍ରହ୍ମା, ପ୍ରତାପ ଜେନା, ଅଜୟ ମିଶ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ତନ୍ମୟ ମିଶ୍ର
- କାଜଲ ମିଶ୍ର
- ଜୀନା ସାମଲ
- ଅଂଶୁମାନ ସାମନ୍ତରାୟ
- ସମରେଶ ରାଉତରାୟ
- ମିହିର ଦାସ[୧]
- ଦେବୁ ବ୍ରହ୍ମା
- ପ୍ରତାପ ଜେନା
- ଅଜୟ ମିଶ୍ର
- ଅପରାଜିତା ମହାନ୍ତି
- ଉତ୍ତମ ମହାନ୍ତି
- ଭୂପତି ତ୍ରିପାଠୀ[୨]
- ସୋମେଶ ମହାନ୍ତି[୩]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ବସନ୍ତରାଜ ସାମଲ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ସଂଘମିତ୍ରା ଜେନା, ତପୁ ମିଶ୍ର, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ପଡ଼ିଶା ଘର ପୁଅ" | |
2. | "ତୁ ତୋ ମୋର ଫାର୍ଷ୍ଟ" | |
3. | "ହାରିନି କେବେ ଡରିନି କେବେ" | |
4. | "ଆଖି ଖୋଲିଦେଲେ ମୁଁ" |
ଆଧାର
[ସମ୍ପାଦନା]- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.
- ↑ "ଯଲିଉଡରେ ସୋମେଶଙ୍କ ଅନୁଭୂତି ଏକଦମ୍ ନିଆରା - Odisha Live". DailyHunt (in ଇଂରାଜୀ). Odisha.live. 28 June 2018. Retrieved 14 January 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଇଲାରେ ଓଡ଼ିଆ ପୁଅ