ଆଇଲାରେ ଓଡ଼ିଆ ପୁଅ

ଉଇକିପିଡ଼ିଆ‌ରୁ
ଆଇଲାରେ ଓଡ଼ିଆ ପୁଅ
ନିର୍ଦ୍ଦେଶକଚୌଧୁରୀ ବିକାଶ ଦାସ, ବିଶ୍ୱଜିତ ମହାନ୍ତି
ପ୍ରଯୋଜକପ୍ରତାପ ଜେନା
କାହାଣୀରଞ୍ଜନ ମିଶ୍ର
କଳାକାରତନ୍ମୟ ମିଶ୍ର, କାଜଲ ମିଶ୍ର, ଜୀନା ସାମଲ, ଅଂଶୁମାନ ସାମନ୍ତରାୟ, ସମରେଶ ରାଉତରାୟ, ମିହିର ଦାସ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଅଜିତ କୁମାର ଦାସ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
ଅପ୍ରେଲ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଆଇଲାରେ ଓଡ଼ିଆ ପୁଅ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରତାପ ଜେନା । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚୌଧୁରୀ ବିକାଶ ଦାସ ଏବଂ ବିଶ୍ୱଜିତ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର, କାଜଲ ମିଶ୍ର, ଜୀନା ସାମଲ ଏବଂ ଅଂଶୁମାନ ସାମନ୍ତରାୟ । ସମରେଶ ରାଉତରାୟ, ମିହିର ଦାସ, ଦେବୁ ବ୍ରହ୍ମା, ପ୍ରତାପ ଜେନା, ଅଜୟ ମିଶ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସବସନ୍ତରାଜ ସାମଲ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ସଂଘମିତ୍ରା ଜେନା, ତପୁ ମିଶ୍ର, ଦେବାଶିଷ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ପଡ଼ିଶା ଘର ପୁଅ" 
2."ତୁ ତୋ ମୋର ଫାର୍ଷ୍ଟ" 
3."ହାରିନି କେବେ ଡରିନି କେବେ" 
4."ଆଖି ଖୋଲିଦେଲେ ମୁଁ" 

ଆଧାର[ସମ୍ପାଦନା]

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  2. "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.
  3. "ଯଲିଉଡରେ ସୋମେଶଙ୍କ ଅନୁଭୂତି ଏକଦମ୍ ନିଆରା - Odisha Live". DailyHunt (in ଇଂରାଜୀ). Odisha.live. 28 June 2018. Retrieved 14 January 2019.

ବାହାର ଆଧାର[ସମ୍ପାଦନା]