ଲକ୍ଷ୍ମୀର ଅଭିସାର

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀର ଅଭିସାର
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକହରିରାମ ଅଗ୍ର‌ୱାଲ
ଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀମନୋଜ ଦାସ
କଳାକାରଯାଜ୍ଞସେନୀ ଯେନା, ମିହିର ଦାସ, ବିଦ୍ୟୁତଲାଲ ଦେବୀ, ରବି ମିଶ୍ର, ଶିଳାଲିପି ପରିଡ଼ା, ସରୋଜ ଦାସ, ଅନିତା ଦାସ
ସଙ୍ଗୀତଗିରିଧାର ଗମାଙ୍ଗ
ରାଜୁ ମିଶ୍ର
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକରୋହିତ ଗାନ୍ଧି
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ଲକ୍ଷ୍ମୀର ଅଭିସାର, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହରିରାମ ଅଗ୍ର‌ୱାଲ ଓ ଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ । ମନୋଜ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଯାଜ୍ଞସେନୀ ଯେନା, ମିହିର ଦାସ, ବିଦ୍ୟୁତଲାଲ ଦେବୀ, ରବି ମିଶ୍ର, ଶିଳାଲିପି ପରିଡ଼ା, ସରୋଜ ଦାସ, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ରେ ଆୟୋଜିତ ଦ୍ୱାଦଶ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରଟିର ପ୍ରଦର୍ଶିତ ହୋଇଥିଲା ।[୩][୨][୧] ୨୦୦୧ ମସିହାରେ ଏହି ଚଳଚ୍ଚିତ୍ରଟିର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସମେତ ୮ଟି ବିଭାଗରେ ପୁରସ୍କାର ପାଇଥିଲା ।[୪][୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗିରିଧର ଗମାଙ୍ଗରାଜୁ ମିଶ୍ର

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "ସରିଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ : ଓଡ଼ିଆ ସଂସ୍କୃତିର ମହନୀୟତାକୁ ବୁଝ". sambad.in. 15 January 2018. Retrieved 26 May 2018.
  2. ୨.୦ ୨.୧ "ଆଜିଠୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ! ୩ ଦିନରେ ପ୍ରଦର୍ଶିତ ହେବ ୩୯ ଚଳଚ୍ଚିତ୍ର". Kanak News. 12 January 2018. Retrieved 26 May 2018.
  3. "ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ". ଧରିତ୍ରୀ. Retrieved 26 May 2018.
  4. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  5. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  6. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]