ସମୟ ଚକରେ ସଂସାର ରଥ

ଉଇକିପିଡ଼ିଆ ରୁ
Jump to navigation Jump to search
ସମୟ ଚକରେ ସଂସାର ରଥ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକଜିତେନ୍ଦ୍ର ମହାପାତ୍ର
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ମିଶ୍ର
କାହାଣୀବିଜୟ ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର
ମାମା ମିଶ୍ର
ମିହିର ଦାସ
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ହର ପଟ୍ଟନାୟକ
ସଙ୍ଗୀତବିଜୁ ସ୍ୱାଇଁ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଦେବନ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୦୨
ଦେଶ ଭାରତ
ଭାଷାଓଡ଼ିଆ

ସମୟ ଚକରେ ସଂସାର ରଥ, ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜିତେନ୍ଦ୍ର ମହାପାତ୍ର । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ, ଚିନତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସ୍ନିଗ୍ଧା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ପ୍ରିୟଙ୍କା ମହାପାତ୍ର, ସାତ୍ୱକୀ ମିଶ୍ର, କୁନା ତ୍ରିପାଠୀ, ବ୍ରଜ ସିଂହ, ହରିହର ମହାପାତ୍ର, ରୁନୁ ପରିଜା, ବବି ପ୍ରଧାନ, ସୁକାନ୍ତ ରଥ, ଉତ୍ତମ ମହାନ୍ତି, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଗୀତା ଦାଶ, ଇରା ମହାନ୍ତି, ଦେବାଶିଷ ମହାପାତ୍ର, ଅରବିନ୍ଦ ମୁଦୁଲି, ୟୋନେଶ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆସ ଆସ ମିନି ମୁନା" 
2."ଦେଖା ହେଲେ କଥା ହେଲେ" 
3."ଜାଣେନା ଏ ରାତି କିଆଁ" 
4."ଖେଳ ଘର ଭାଙ୍ଗି ଗଲେ" 
5."ସୁଖର ସାଥୀ ଦୁନିଆ ସାରା" 

ଆଧାର[ସମ୍ପାଦନା]

  1. "Samaya Chakare Sansara Ratha". OdiaHits.com. Retrieved 26 April 2018.

ବାହାର ଆଧାର[ସମ୍ପାଦନା]