ହସିବ ପୁଣି ମୋ ସୁନା ସଂସାର
ହସିବ ପୁଣି ମୋ ସୁନା ସଂସାର | |
---|---|
ନିର୍ଦ୍ଦେଶକ | ରଞ୍ଜନ ମିଶ୍ର |
ପ୍ରଯୋଜକ | ବାବୁ ସିଂହ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଞ୍ଜନ ମିଶ୍ର |
କାହାଣୀ | ବାବୁ ସିଂହ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମାମୁନି ମିଶ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ |
ସଙ୍ଗୀତ | ବାବୁ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦ ଫେବୃଆରୀ ୨୦୦୮ |
ଦେଶ | ![]() |
ଭାଷା | ଓଡ଼ିଆ |
ହସିବ ପୁଣି ମୋ ସୁନା ସଂସାର, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବାବୁ ସିହଂ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମାମୁନୀ ମିଶ୍ର । ମିହିର ଦାସ, ଅପରାଜିତା ମହାନ୍ତି, ଦେବୁ ବ୍ରହ୍ମା, ଚୌଧୁରୀ ଜୟପ୍ରକାଶ ଦାସ, ହାଡ଼ୁ, ମଧୁ, ମନୀଷା, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ବନମାଳୀ ପଣ୍ଡା, ସରସ୍ୱତୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ
- ମାମୁନି ମିଶ୍ର
- ମିହିର ଦାସ
- ଅପରାଜିତା ମହାନ୍ତି
- ଦେବୁ ବ୍ରହ୍ମା
- ଚୌଧୁରୀ ଜୟପ୍ରକାଶ ଦାସ
- ହାଡ଼ୁ
- ମଧୁ
- ମନୀଷା
- ଅଶ୍ରୁମୋଚନ ମହାନ୍ତି
- ପିଣ୍ଟୁ ନନ୍ଦ
- ବନମାଳୀ ପଣ୍ଡା
- ସରସ୍ୱତୀ
- ଜର୍ଜ ତିଆଡ଼ି
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାବୁ ମିଶ୍ର । ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବାବୁ କିଶୋର, ଇରା ମହାନ୍ତି, ସୌରଭ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ଦିନ ଏଠି ସରିଯାଏ" | |
2. | "ଏ ସିନ୍ଦୂର ଜୀବନକୁ କଲା" | |
3. | "ହସିବ ପୁଣି ମୋ ସୁନା ସଂସାର" | |
4. | "ପହିଲି ପ୍ରେମର ଋତୁ" |
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ହସିବ ପୁଣି ମୋ ସୁନା ସଂସାର ଇଣ୍ଟରନେଟ ମୁଭି ଡାଟାବେସରେ