ମୁକ୍ତି ମଶାଲ

ଉଇକିପିଡ଼ିଆ ରୁ
Jump to navigation Jump to search
ମୁକ୍ତି ମଶାଲ
ନିର୍ଦ୍ଦେଶକଶାନ୍ତନୁ ମିଶ୍ର
ପ୍ରଯୋଜକଶାନ୍ତନୁ ମିଶ୍ର
କାହାଣୀବସନ୍ତ ମହାପାତ୍ର
କଳାକାରମିହିର ଦାସ
ଅପରାଜିତା ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସ୍ନିଗ୍ଧା ମହାନ୍ତି
ଅକ୍ଷୟ ମହାନ୍ତି (କାଶ୍ୟପ)
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ମୁକ୍ତି ମଶାଲ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବସନ୍ତ ମହାପାତ୍ର । ଶାନ୍ତନୁ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ସ୍ନିଗ୍ଧା ମହାନ୍ତି, ଅକ୍ଷୟ ମହାନ୍ତି (କାଶ୍ୟପ) ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]