ସହର ଜଳୁଚି

ଉଇକିପିଡ଼ିଆ ରୁ
Jump to navigation Jump to search
ସ‌ହର ଜଳୁଚି
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ
ସ୍ନେହଲତା ସାହୁ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀସୁଧାଂଶୁ ମୋହନ ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର
ଜ୍ୟୋତି ମିଶ୍ର
ବିଜୟ ମହାନ୍ତି
ମିହିର ଦାସ
ହର ପଟ୍ଟନାୟକ
ମିଥୁନ ଚକ୍ରବର୍ତ୍ତୀ
ସଙ୍ଗୀତରାଧାକୃଷ୍ଣ ଭଞ୍ଜ
ଚିତ୍ରଗ୍ରହଣବି. ସତୀଶ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ

ସ‌ହର ଜଳୁଚି, ୧୯୯୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ ଏବଂ ସ୍ନେହଲତା ସାହୁ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ବିଜୟ ମହାନ୍ତି, ମହିର ଦାସ, ହର ପଟ୍ଟନାୟକ, ମିଥୁନ ଚକ୍ରବର୍ତ୍ତୀ, ଉତ୍ତମ ମହାନ୍ତି, ତନ୍ଦ୍ରା ରାୟ, ସୁଧାଂଶୁ ମୋହନ ସାହୁ, ମୀନକେତନ, ରାଧା ଜୈନ, ମାମିନା, ଜୟୀରାମ ସାମଲ, ସ୍ନେହା ମିଶ୍ର, ଶ୍ୱେତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଧାକୃଷ୍ଣ ଭଞ୍ଜ । ନିମାଇଁ ମହାନ୍ତି, ନିଜାମ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ, ମହମଦ ଅଜିଜ୍, ସୁବାଷ ଦାସ, କବିତା କ୍ରିଷ୍ଣମୂର୍ତ୍ତୀ, ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Sahara Jaluchi (ସହର ଜଳୁଚି) 1998 Super Action Movie Full HD". Archived from the original on 24 June 2018. Retrieved 24 June 2018.

ବାହାର ଆଧାର[ସମ୍ପାଦନା]