ଅଭିମନ୍ୟୁ (୨୦୦୯ର ଚଳଚ୍ଚିତ୍ର)
Appearance
ଅଭିମନ୍ୟୁ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସିତାରାମ ଅଗ୍ରୱାଲ |
ଚିତ୍ରନାଟ୍ୟ | ବିଜୟ ମଲ୍ଲ |
କାହାଣୀ | ବିଜୟ ମଲ୍ଲ |
କଳାକାର | ଅନୁଭବ ମହାନ୍ତି, ପ୍ରିୟା ଚୌଧୁରୀ, ଅପରାଜିତା ମହାନ୍ତି, ମିହିର ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଶୁଭ୍ରାଂଶୁ |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୫ ସେପ୍ଟେମ୍ବର ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିମନ୍ୟୁ, ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୧] ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଅଭିନୟରେ
[ସମ୍ପାଦନା]- ଅନୁଭବ ମହାନ୍ତି
- ପ୍ରିୟା ଚୌଧୁରୀ[୩][୪]
- ଅପରାଜିତା ମହାନ୍ତି[୫]
- ମିହିର ଦାସ[୬][୭]
- ହରିହର ମହାପାତ୍ର
- ବିରଞ୍ଚି ନାରାୟଣ ନାୟକ
- ନମ୍ରତା ଥାପା[୮] - ଆଇଟମ୍ ନୃତ୍ୟ[୯]
- ବବି ମିଶ୍ର[୧୦]
- ଅଜିତ ଦାସ[୧୧]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ପ୍ରେମ ଆନନ୍ଦ
- ଗୀତିକାର: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ
- ପ୍ରଚ୍ଛଦପଟ ଗାୟକ: ସୁନିଧି ଚୌହାନ[୧୨]
ଆଧାର
[ସମ୍ପାଦନା]- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "Bronze age of Odia cinema - Times of India". The Times of India. Retrieved 27 August 2018.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
- ↑ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
- ↑ http://www.telegraphindia.com/1090927/jsp/nation/story_11547616.jsp
- ↑ http://odishasuntimes.com/2015/10/29/10-epic-odia-film-dialogues/
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
- ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ http://www.trinidadexpress.com/carnival/articles/Bollywood-superstar-Sunidhi-Chauhan-246610051.html
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିମନ୍ୟୁ