ପ୍ରତିଶୋଧ ଅପରାଧ ନୁହେଁ
ଦେଖଣା
ପ୍ରତିଶୋଧ ଅପରାଧ ନୁହେଁ | |
---|---|
ନିର୍ଦ୍ଦେଶକ | ବିନୋଦ ନନ୍ଦ |
ପ୍ରଯୋଜକ | ବିଜୟ ନନ୍ଦ |
କାହାଣୀ | ବିନୋଦ ନନ୍ଦ |
କଳାକାର | ବିଜୟ ମହାନ୍ତି ପୁଷ୍ପା ପଣ୍ଡା ମିହିର ଦାସ ଦେବୁ ବୋଷ ଦେବୁ ବ୍ରହ୍ମା ଦୁଃଖିରାମ ସ୍ୱାଇଁ |
ସଙ୍ଗୀତ | ବାସୁଦେବ ରଥ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରତିଶୋଧ ଅପରାଧ ନୁହେଁ, ୧୯୮୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ ନନ୍ଦ । ବିନୋଦ ନନ୍ଦ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ମିହିର ଦାସ, ଦେବୁ ବୋଷ, ଦେବୁ ବ୍ରହ୍ମା, ଦୁଃଖୀରାମ ସ୍ୱାଇଁ, ମାମିନା, ଜୟୀରାମ ସାମଲ, ଅସୀତ ପତି, ମୟୂରୀ, ମିନୁ, କୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ବିଜୟ ମହାନ୍ତି
- ପୁଷ୍ପା ପଣ୍ଡା
- ମିହିର ଦାସ[୨]
- ଦେବୁ ବୋଷ
- ଦେବୁ ବ୍ରହ୍ମା
- ଦୁଃଖିରାମ ସ୍ୱାଇଁ
- ମାମିନା
- ଜୟୀରାମ ସାମଲ
- ଅସୀତ ପତି
- ମୟୂରୀ
- ମିନୁ
- କୁନି ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବିନୋଦ ନନ୍ଦ ଓ ଦିବ୍ୟଶ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ଅନୁରାଧା ପୌଡ଼ୱାଲ, ସ୍ୱାଗତିକା ରଥ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରତିଶୋଧ ଅପରାଧ ନୁହେଁ