ଭୁଲ କାହାର

ଉଇକିପିଡ଼ିଆ‌ରୁ
ଭୁଲ କାହାର
ନିର୍ଦ୍ଦେଶକରଘୁନାଥ ମିଶ୍ର
ପ୍ରଯୋଜକଜି.ସି. ପାଢ଼ୀ
କଳାକାରମିହିର ଦାସ
ବିଜୟ ମହାନ୍ତି
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୫ ନଭେମ୍ବର ୧୯୯୭[୧]
ଦେଶ ଭାରତ
ଭାଷାଓଡ଼ିଆ

ଭୁଲ କାହାର ୧୯୯୭ ମସିହାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜି.ସି. ପାଢ଼ୀ । ନାଟ୍ୟକାର ରଘୁନାଥ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାସୁଦେବ ରଥ ଏହାର ସ୍ୱର ସଂଯୋଜନା କରିଥିଲେ ।

ଅଭିନେତା ମିହିର ଦାସ ଓ ବିଜୟ ମହାନ୍ତି ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ରଘୁନାଥ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାନସେନ ସିଂ, ମମତା ସାହୁ, ମହମ୍ମଦ ସାଜିଦ, ଲତା ଘୋଷ, ଶ୍ରୀକାନ୍ତ ଦାସ, ସେବ ମହାପାତ୍ର, ନନ୍ଦିତା ଭଞ୍ଜ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଏ ବହି ଜଳିଲା"ତାନସେନ ସିଂ, ମମତା ସାହୁ୦୫:୧୯
2."ଯା'ରେ ଉଡ଼ି ଯା"ତାନସେନ ସିଂ୦୭:୩୪
3."ପୁଅ ଦେଖିଲା ଝିଅକୁ"ମମତା ସାହୁ, ମହମ୍ମଦ ସାଜିଦ୦୪:୪୭
4."ନିଦ ମାଉସୀ"ଲତା ଘୋଷ୦୪:୦୮
5."କାହିଁକି ଝାଙ୍କୁଚି"ଶ୍ରୀକାନ୍ତ ଦାସ୦୫:୦୯
6."ଶୁଣ ଶୁଣ ଗୁହାରୀ"ମମତା ସାହୁ୦୬:୧୯
7."ତୁ ସୁନା ମୋର"ସେବ ମହାପାତ୍ର୦୫:୪୩
8."କହିଦେ ଦିଦିକୁ କହିଦେ"ସେବ ମହାପାତ୍ର, ନନ୍ଦିତା ଭଞ୍ଜ୦୪:୦୮

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bhula Kahar-Odia Movie-1997". jajabara.com. Retrieved 23 June 2023.
  2. Mansingh, Sangita (11 January 2022). "'ମଥୁରା ବିଜୟ'ରୁ 'ଅଜାତି'- ସବୁଠି ମିହିରଙ୍କ ଦମ୍‌ଦାର ଅଭିନୟ". OdishaLIVE. Archived from the original on 12 January 2022. Retrieved 23 June 2023. {{cite news}}: |archive-date= / |archive-url= timestamp mismatch; 25 ଜାନୁଆରୀ 2022 suggested (help)
  3. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.
  4. "Bhul Kahara", Gaana.com (in ଇଂରାଜୀ), retrieved 2023-06-23

ବାହାର ଆଧାର[ସମ୍ପାଦନା]