ଭୁଲ କାହାର
ଦେଖଣା
ଭୁଲ କାହାର | |
---|---|
ନିର୍ଦ୍ଦେଶକ | ରଘୁନାଥ ମିଶ୍ର |
ପ୍ରଯୋଜକ | ଜି.ସି. ପାଢ଼ୀ |
କଳାକାର | ମିହିର ଦାସ ବିଜୟ ମହାନ୍ତି |
ସଙ୍ଗୀତ | ବାସୁଦେବ ରଥ |
ମୁକ୍ତିଲାଭ ତାରିଖ | ୧୫ ନଭେମ୍ବର ୧୯୯୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଭୁଲ କାହାର ୧୯୯୭ ମସିହାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜି.ସି. ପାଢ଼ୀ । ନାଟ୍ୟକାର ରଘୁନାଥ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାସୁଦେବ ରଥ ଏହାର ସ୍ୱର ସଂଯୋଜନା କରିଥିଲେ ।
ଅଭିନେତା ମିହିର ଦାସ ଓ ବିଜୟ ମହାନ୍ତି ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ରଘୁନାଥ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାନସେନ ସିଂ, ମମତା ସାହୁ, ମହମ୍ମଦ ସାଜିଦ, ଲତା ଘୋଷ, ଶ୍ରୀକାନ୍ତ ଦାସ, ସେବ ମହାପାତ୍ର, ନନ୍ଦିତା ଭଞ୍ଜ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଏ ବହି ଜଳିଲା" | ତାନସେନ ସିଂ, ମମତା ସାହୁ | ୦୫:୧୯ |
2. | "ଯା'ରେ ଉଡ଼ି ଯା" | ତାନସେନ ସିଂ | ୦୭:୩୪ |
3. | "ପୁଅ ଦେଖିଲା ଝିଅକୁ" | ମମତା ସାହୁ, ମହମ୍ମଦ ସାଜିଦ | ୦୪:୪୭ |
4. | "ନିଦ ମାଉସୀ" | ଲତା ଘୋଷ | ୦୪:୦୮ |
5. | "କାହିଁକି ଝାଙ୍କୁଚି" | ଶ୍ରୀକାନ୍ତ ଦାସ | ୦୫:୦୯ |
6. | "ଶୁଣ ଶୁଣ ଗୁହାରୀ" | ମମତା ସାହୁ | ୦୬:୧୯ |
7. | "ତୁ ସୁନା ମୋର" | ସେବ ମହାପାତ୍ର | ୦୫:୪୩ |
8. | "କହିଦେ ଦିଦିକୁ କହିଦେ" | ସେବ ମହାପାତ୍ର, ନନ୍ଦିତା ଭଞ୍ଜ | ୦୪:୦୮ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Bhula Kahar-Odia Movie-1997". jajabara.com. Retrieved 23 June 2023.
- ↑ Mansingh, Sangita (11 January 2022). "'ମଥୁରା ବିଜୟ'ରୁ 'ଅଜାତି'- ସବୁଠି ମିହିରଙ୍କ ଦମ୍ଦାର ଅଭିନୟ". OdishaLIVE. Archived from the original on 12 January 2022. Retrieved 23 June 2023.
{{cite news}}
:|archive-date=
/|archive-url=
timestamp mismatch; 25 ଜାନୁଆରୀ 2022 suggested (help) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.
- ↑ "Bhul Kahara", Gaana.com (in ଇଂରାଜୀ), retrieved 2023-06-23
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭୁଲ କାହାର